Browsing Category
ରାଜ୍ୟ
ଘନେଇଲା ବାତ୍ୟା ଭୟ
ଭୁବନେଶ୍ୱର, ୯ା୧୦(ଡିକେ ନ୍ୟୁଜ): ଅକ୍ଟୋବରରେ ବାତ୍ୟା ଭୟ । ଆଣ୍ଡାମାନ୍ ସାଗରରେ ପଡ଼ିବ ମୂଳଦୁଆ । ୧୭ରୁ ୧୯ ତାରିଖ ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା…
Read More...
Read More...
‘ମୋ ସରକାର ଓ ୫-ଟି’ ଉପକ୍ରମରେ କାର୍ଯ୍ୟାନ୍ୱୟନ ଲୋକଙ୍କ ମତ ଆଧାରରେ ସରକାର
ଭୁବନେଶ୍ୱର, ୯ା୧୦(ଡିକେ ନ୍ୟୁଜ): ସରକାର ଓ ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ·ଲିବ ସରକାର । "ମୋ ସରକାର' ଓ "୫-ଟି' ଉପକ୍ରମ ଏହାର…
Read More...
Read More...
ଖୋଲୁଛି ଲେଡି ବ୍ଲାକ୍ମେଲରର ଭାନୁମତି ପେଡି
ଭୁବନେଶ୍ୱର,୮ା୧୦(ଡିକେ ନ୍ୟୁଜ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋ଼ଟିଏ ଖୋଲୁଛି କଳା କାରନାମାର…
Read More...
Read More...
ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ
ଧାମନଗର, ୮ା୧୦(ଡିକେ ନ୍ୟୁଜ): ଧାମନଗରରୁ ନିମାପଡ଼ା ଜୋରସୋରରେ ଚାଲିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆରୁ…
Read More...
Read More...
ଧାମନଗର: ରାଜନୀତି ସରଗରମ
ଭୁବନେଶ୍ୱର, ୮ା୧୦ (ଡିକେ ନ୍ୟୁଜ୍): ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ବାଜି ଜିତିବା…
Read More...
Read More...
୯ରୁ ବଢ଼ିବ ବର୍ଷା ଭିଜିବ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା
ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟ ଲଘୁ·ପ ଓ ଘୂର୍ଣ୍ଣିବଳୟ ଦୁର୍ଗା ପୂଜା ମଉଜକୁ ଫିକା କରି ଦେଇଛି । ଅଷ୍ଟମୀରୁ ଭସାଣି ପର୍ଯ୍ୟନ୍ତ ପ୍ରତି ଦିନ…
Read More...
Read More...
ନଭେମ୍ବର ୧୦ରେ ପାଳନ ହେବ “ମାଣ୍ଡିଆ ଦିବସ’
ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର…
Read More...
Read More...
ପ୍ରତ୍ୟେକ ଜୀବଜନ୍ତୁଙ୍କ ବଞ୍ଚିବାର ଅଧିକାର ରହିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ୬୮ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁସ୍ଥ…
Read More...
Read More...
୧୪୩ ଆୟୁର୍ବେଦିକ ଡାକ୍ତରଙ୍କୁ ନିଯୁକ୍ତ
ଭୁବନେଶ୍ୱର, ୭ା୧୦ (ଡିକେ ନ୍ୟୁଜ୍): ୧୪୩ ଜଣ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ…
Read More...
Read More...
ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ୍, ମତଦାନ କରିବେ ୨ଲକ୍ଷ ୩୮ହଜାର ଭୋଟର
ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ଭାରତ ନିର୍ବାଚନ ଆୟୋଗ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ଜାରି ବିଜ୍ଞପ୍ତି…
Read More...
Read More...