Browsing Category

ରାଜନୀତି

ପଶ୍ଚିମ ଓଡ଼ିଶାକୁ ଦୀପାବଳି ଭେଟି ୯ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ା୧୦(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ…
Read More...

ଟଳିଲା ବିପଦ: ଓଡ଼ିଶାକୁ ନାହିଁ ବାତ୍ୟା ଆଶଙ୍କା, ୨୪ ଓ ୨୫ ତାରିଖରେ ପ୍ରବଳ ଛେଚିବ

ଭୁବନେଶ୍ୱର, ୨୦ା୧୦(ଡିକେ ନ୍ୟୁଜ): ଅକ୍ଟୋବରରେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିମୂଳକ ଖବର । ଉତ୍ତର ଆଣ୍ଡାମାନ ସାଗର ଓ…
Read More...

ଭିଜିବ ଦୀପାବଳୀ : ଚିନ୍ତାରେ ବାଣ ବେପାରୀ

ଭୁବନେଶ୍ୱର, ୧୯ା୧୦ (ଡିକେ ନ୍ୟୁଜ୍‌): ସମ୍ଭାବ୍ୟ ବାତ୍ୟାକୁ ନେଇ ସମଗ୍ର ରାଜ୍ୟବାସୀ ଆଶଆଶଙ୍କାରେ ଥିବା ବେଳେ ଚାଷୀମାନେ ବିଲରୁ ଅଧା ପାଚିଲା ଧାନକୁ କାଟି ବାଡ଼ିକୁ…
Read More...

ରାୟପୁର ଓ କୋଲକାତାରେ ପରବର୍ତ୍ତୀ ଇନଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର, ୧୯ା୧୦ (ଡିକେ ନ୍ୟୁଜ୍‌): ଦୁବାଇରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଛି ଇନଭେଷ୍ଟର୍ସ ମିଟ୍‌ । ଆଗକୁ ରାୟପୁର ଓ କୋଲକାତାରେ ହେବ ଇନଭେଷ୍ଟର୍ସ ମିଟ୍‌ ।…
Read More...

ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ବଢ଼ିବ ମୁମ୍ବାଇ ଓଡ଼ିଶା ଭବନର କଳେବର

ମୁମ୍ବାଇ, ୧୯ା୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭବନରେ ୨୮ ଗୋଟି…
Read More...

ଜନନାୟକଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ୱର, ୧୬ା୧୦(ଡିକେ ନ୍ୟୁଜ): ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢେ଼ ·ରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ନବୀନ…
Read More...

୭୭ବର୍ଷରେ ପାଦ ଥାପିଲେ ନବୀନ ସାଢେ଼ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣ

ଭୁବନେଶ୍ୱର, ୧୬ା୧୦(ଡିକେ ନ୍ୟୁଜ): ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢେ଼ ·ରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ନବୀନ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟି ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

ଭୁବନେଶ୍ୱର, ୧୫ା୧୦(ଡିକେ ନ୍ୟୁଜ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ମୁଖ୍ୟମନ୍ତ୍ରୀ କାଲି ୭୭ ବର୍ଷରେ ପାଦ ଦେବେ । ତେବେ ଜନ୍ମଦିନ ପୂର୍ବରୁ…
Read More...