ପ୍ରଧାନମନ୍ତ୍ରୀ ମୋଦୀ ସ୍ୱତନ୍ତ୍ର ମୁଦ୍ରା ଜାରି ||ପ୍ରଧାନମନ୍ତ୍ରୀ ମୋଦୀ ୧ ଟଙ୍କା, ୨ଟଙ୍କା. ୫ଟଙ୍କା, ଦଶ ଟଙ୍କା ଏବଂ କୋଡିଏ ଟଙ୍କାର ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି।||

0 212

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହ ଉତ୍ସବର ଶୁଭାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ୧ ଟଙ୍କା, ୨ଟଙ୍କା. ୫ଟଙ୍କା, ଦଶ ଟଙ୍କା ଏବଂ କୋଡିଏ ଟଙ୍କାର ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ମୁଦ୍ରାଗୁଡ଼ିକର ବିଶେଷତ୍ୱ ହେଉଛି ଯେ, ଦୃଷ୍ଟିହୀନ ବ୍ୟକ୍ତିମାନେ ଏହି ମୁଦ୍ରାକୁ ସହଜରେ ବୁଝିପାରିବେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସରକାର ୨୦ ଟଙ୍କାର ମୁଦ୍ରା ମଧ୍ୟ ଜାରି କରିଛନ୍ତି । ଅନ୍ୟ ମୁଦ୍ରା ପରି ବହୁମୁଖୀ । ଏହି ମୁଦ୍ରାର ମଝିରେ ଅଶୋକ ସ୍ତମ୍ଭ ରହିଛି ।

Leave A Reply

Your email address will not be published.