ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି

ଭୁବନେଶ୍ୱର,: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ…
Read More...

ପରିଚୟ ସଙ୍କଟରୁ ବର୍ତ୍ତିବା ପାଇଁ କଂଗ୍ରେସ କରୁଛି ପ୍ରୟାସ: ଅଭିଳାଷ ପଣ୍ଡା

ଭୁବନେଶ୍ୱର,: ଓଡ଼ିଶାରେ କଂଗ୍ରେସର ଶାଖାକୁ କେନ୍ଦ୍ରୀୟ କମିଟି ବନ୍ଦ କରି ଦେଇଛନ୍ତି । ଏଠାରେ କଂଗ୍ରେସର ନାଁ ଅଛି ସଙ୍ଗଠନ, ନାଁ ଅଛନ୍ତି ସଭାପତି, ନାଁ ଅଛି କୌଣସି…
Read More...

କିସ୍‌ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,: ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍‌ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ଇତିହାସ ରଚିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା…
Read More...

ଏଣିକି ମାତ୍ର ୨୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ସିମ୍ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ,: ଭାରତରେ ଅନେକ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଦୁଇଟି ସିମ କାର୍ଡ ଅଛି । ସାଧାରଣତଃ, ଗୋଟିଏ ସିମ ନିୟମିତ କଲ ଏବଂ ଡାଟା ପାଇଁ ବ୍ୟବହୃତ ହୁଏ, ଯେତେବେଳେ…
Read More...

ଓଡ଼ିଶା ମାଟି ତଳେ \”ଲିଥିୟମ୍‌\’: ନୟାଗଡ଼ରେ ଖୋଜୁଛି ଜିଏସ୍‌ଆଇ

ଭୁବନେଶ୍ୱର,: ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ମାଟି ତଳେ ରହିଛି ଲିଥିୟମ୍ ଭଳି କ୍ରିଟିକାଲ୍‌ ମିନେରାଲ୍ (ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ) । ଭାରତୀୟ ଭୂବେଜ୍ଞାନିକ…
Read More...

୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ…
Read More...

ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ, : ଡୋନାଲ୍ଡ ଟ୍ରମ୍ପୟ ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି । ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ…
Read More...

ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାକଟପୁର, : ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ।…
Read More...

ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ବଲାଙ୍ଗିର ସାଇବର ଥାନା ପୋଲିସ

ବଲାଙ୍ଗିର,: ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ୫ ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍ଆଇବିରେ ·କିରି ଦେବା ନାଁରେ…
Read More...

‘ଗଙ୍ଗାବତାରମ୍‌’ ନୃତ୍ୟାଭିନୟ ପରିବେଷଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ

ଭୁବନେଶ୍ୱର, : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମହାସ୍ନାନ ସମେତ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି…
Read More...