ହଂସପାଳ ପ୍ଲାଏ ଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର, : ମଙ୍ଗଳବାର ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି…
Read More...

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଜାମଖାନି କୋଇଲା ଖଣିରେ ଅତ୍ୟାଧୁନିକ ଡ୍ୟାସ୍ୱୋର୍ଡର ଶୁଭାରମ୍ଭ

ଭୁବନେଶ୍ୱର,: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଏକ ଅତ୍ୟାଧୁନିକ ଡ୍ୟାସ୍ୱୋର୍ଡର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ରିଅଲ…
Read More...

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

ଚାରିଆଡ଼େ ବରଫର ପାହାଡ଼ । ଏହା ଉପରେ ରହିଛି ହୋଟେଲ । ପାହାଡ଼ ଉପରେ ଥିବା ହୋଟେଲରେ ରହି ପୂରା ତୁଷାରପାତର ମଜା ନେଉଥିଲେ ଲୋକ । ରାତିରେ ମଧ୍ୟ ସେହି ହୋଟେଲରେ ରହିଥିଲେ ।…
Read More...

୫ରେ ମହାକୁମ୍ଭରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଭବ୍ୟ ଦିବ୍ୟ ମହାକୁମ୍ଭ ମେଳା ଜାରି ରହିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଆସନ୍ତା ଫେବ୍ରୁଆରୀ ୫ ତାରିଖରେ…
Read More...

ପୁଅକୁ ହିରୋ କରିବାକୁ ସର୍ବସ୍ୱ ବନ୍ଧକ ରଖିଥିଲେ ନିଦେ୍ର୍ଦଶକ

ମୁମ୍ବାଇ,: ୨୫ ବର୍ଷ ପୂର୍ବେ, ଏହି ଅଭିନେତା ବଲିଉଡରେ ଡେବ୍ୟୁ କରି ସିନେମା ଜଗତକୁ ଦୋହଲାଇ ଦେଇଥିଲେ । ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଏକମାତ୍ର ଅଭିନେତା ଯିଏ ନିଜର…
Read More...

ଜାତୀୟ ସ୍କୋର୍ଟସ କ୍ଲାଇମ୍ବିଂ: ସାହିଲଙ୍କୁ ଐତିହାସିକ ରୌପ୍ୟ

ଭୁବନେଶ୍ୱର, ୨: ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ସାହିଲ କୁମାର ଦାସୟ ବେଙ୍ଗାଲୁରୁ ଠାରେ ରବିବାର ଶେଷ ହୋଇଥିବା ୨୮ତମ ଜାତୀୟ ସ୍ପୋର୍ଟସ…
Read More...

ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର,: ଆଜି ସ୍ଥାନୀୟ କନିଶି ହାଟ ସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଭାପତି ରଜନୀକାନ୍ତ ପାତ୍ର ଓ…
Read More...

ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର,: ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ, ପାଉ ନାହାଁନ୍ତି ଶିକ୍ଷା, ଗମନାଗମନର ସୁବିଧା ଓ ପ୍ରାକ ଶିକ୍ଷା । କଳାହାଣ୍ଡିରେ ଜିଲ୍ଲାରେ କେବଳ ପଞ୍ଚାୟତ ·ଉଳ…
Read More...

ଓଡ଼ିଶା ବିଧାନ ସଭା ପବ୍ଲିକ୍ ଅଣ୍ଡର ଟେକିଂ କମିଟିର ଭଦ୍ରକ ଗସ୍ତ

ଭଦ୍ରକ,: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ପ୍ରଥମେ…
Read More...

କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ

କୋଟପାଡ଼,:ଇତି ମଧ୍ୟରେ କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ ହୋଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ବୈଠକରେ ସ୍ୱର୍ଗତ ଏକ୍ସକ୍ୟାଡର ଶିକ୍ଷକ ଘାସିରାମ ହରିଜନଙ୍କ…
Read More...