Browsing Category

ରାଜନୀତି

୧୩୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସମ୍ବର୍ଗ…
Read More...

ଆଜି ଧାମନଗର ରେଜଲ୍ଟ

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ଆସନ୍ତାକାଲି (ରବିବାର) ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

ବାଜିଲା ପଦ୍ମପୁର ଉପନିର୍ବାଚନ ବିଗୁଲ୍‌ ଡିସେମ୍ବର ୫ରେ ମତଦାନ: ୮ରେ କାଉଣ୍ଟିଂ

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ଭାରତର ନିର୍ବାଚନ କମିସନ ଶନିବାର ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆଗାମୀ ଡିସେମ୍ବର ୫…
Read More...

ଦାୟିତ୍ୱ ନେଲେ ପ୍ରଦୀପ ମାଝୀ ଆଦିବାସୀ ହେବେ ବିକାଶର ସାରଥୀ

ଭୁବନେଶ୍ୱର,୪ା୧୧(ଡିକେ ନ୍ୟୁଜ): ଆଦିବାସୀ ହେବେ ନିଜ ଅଞ୍ଚଳ ବିକାଶର ସାରଥୀ । ଶିକ୍ଷା-ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭ କରି ଆଦିବାସୀଙ୍କ ସଂସ୍କୃତି ଓ ପରିଚୟ ସୃଷ୍ଟି…
Read More...

୮୫ ସହରରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ସେତୁ ସାଜିଛନ୍ତି ଜଳସାଥୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନ୍‌ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି…
Read More...

ଶିଶୁଙ୍କ କଲ୍ୟାଣ ପାଇଁ ସରକାର ସଂକଳ୍ପବଦ୍ଧ

ଭୁବନେଶ୍ୱର, ୧ା୧୧(ଡିକେ ନ୍ୟୁଜ): ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ରାଜ୍ୟ ଆୟୋଗର ପ୍ରତିଷ୍ଠା ଦିବସକୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...

ମେକ୍‌ ଇନ୍‌ ଓଡିଶା ୱେବ୍‌ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର, ୩୧ା୧୦(ଡିକେ ନ୍ୟୁଜ): ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ପୂର୍ବରୁ ସୋମବାର ମେକ୍‌ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ଜଣେ ମା’ଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହେଁ ଧାମନଗରର ବିକାଶ ମୋ ଦାୟିତ୍ୱ: ନବୀନ

ଧାମନଗର/ଭୁବନେଶ୍ୱର, ୩୧ା୧୦(ଡିକେ ନ୍ୟୁଜ): ପ୍ର·ରରେ କମ୍ପୁଛି ଧାମନଗର । ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଏହି କ୍ରମରେ…
Read More...