Browsing Category
ରାଜନୀତି
୨୭ରେ ପାରାଦୀପ ଆସିବେ ରାଷ୍ଟ୍ରପତି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର,୯ା୧୧: ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ…
Read More...
Read More...
ମିଲେଟ ମିଶନରେ ଭଲ ପ୍ରଦର୍ଶନ ପାଇଁ ରାୟଗଡ ପୁରସ୍କୃତ
ରାୟଗଡ,: ରାୟଗଡା ଜିଲ୍ଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଆଜି ରାୟଗଡା ଜିଲ୍ଲା ପୁରସ୍କୃତ ହୋଇଛି । ଜିଲ୍ଲାରେ ମାଣ୍ଡିଆ ଚାଷ…
Read More...
Read More...
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ କଂଗ୍ରେସର ସତ୍ୟାଗ୍ରହ
ପୁରୀ,: ଭକ୍ତଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର •ରିଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ କରାଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ
ମାହାଙ୍ଗା,: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ବାତ୍ତା ପହଞ୍ଚେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା…
Read More...
Read More...
ବିଶ୍ୱସ୍ତରରେ ପହଞ୍ଚିବ ମିଲେଟ ମିଶନ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୧୧: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ…
Read More...
Read More...
ମାହାଙ୍ଗା ବିଜେଡି ପକ୍ଷରୁ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର
ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ…
Read More...
Read More...
ବୃଦ୍ଧି ପାଇଲା ବିଜେଡିର ଶକ୍ତି : ରାଇସେନ୍ ମୁର୍ମୁ ଧରିଲେ ଶଙ୍ଖ
ଭୁବନେଶ୍ୱର,: ବିଜେଡିରେ ଯୋଗ ଦେଲେ ରାଇସେନ ମୁର୍ମୁ । ୧୪ ବର୍ଷ •କିରି ଥିଲେ ମଧ୍ୟ ପୋଲିସ ଡିଏସପି ପାହ୍ୟାରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ମୁଖ୍ୟମନ୍ତ୍ରୀ…
Read More...
Read More...
ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ
ଭୁବନେଶ୍ୱର,: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ । ବାରସ୍ପତି ପ୍ରମିଳା ମଲ୍ଲିକଙ୍କୁ ପଠାଇଲେ ନିଜର ଇସ୍ତଫା ପତ୍ର । ଲଗାତାର ୪ ଥର…
Read More...
Read More...
ଦଳୀୟ ନେତାଙ୍କ ଦୃଢେ଼ାକ୍ତି : ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ୨୦୨୪ରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡ
ଭୁବନେଶ୍ୱର,: ୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି । ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ।…
Read More...
Read More...
ଆମ ଓଡ଼ିଶାରେ ଯୋଡ଼ି ହେଲା ଆଉ ୩ ଜିଲ୍ଲା ଗାଁ ଗାଁରେ ହେବ ଆଧୁନିକ ଓଡ଼ିଶାର ଭିତ୍ତି ସ୍ଥାପନ
ଭୁବନେଶ୍ୱର,: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ…
Read More...
Read More...