Browsing Category
ଯୋଗାଯୋଗ
ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ରାଉରକେଲା ଉଡ଼ିଲା ବିମାନ
ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ…
Read More...
Read More...
କେନ୍ଦ୍ରକୁ ବିଜେଡିର ପ୍ରଶ୍ନ କାହିଁକି କାଟିଲ ଗରିବଙ୍କ ଚାଉଳ ?
ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ·ଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ୫ କେଜି ଲେଖାଏଁ ·ଉଳ କାଟି ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର ।…
Read More...
Read More...
ବହୁରାଷ୍ଟ୍ରୀୟ ସଂସ୍ଥା ଡେଲଏଟ୍ ସେଣ୍ଟର ଉଦ୍ଘାଟିତ ଭୁବନେଶ୍ୱର ପାଲଟିଛି ଆଇଟି ହବ୍: ନବୀନ
ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦ୍ଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟ୍ର ଓଡିଶା…
Read More...
Read More...
ମା’ମାନଙ୍କୁ ସଶକ୍ତ କରିବାରେ ଓଡ଼ିଶା ଆଗୁଆ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ
ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ…
Read More...
Read More...
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି
ଭୁବନେଶ୍ୱର,୫ା୧(ଡିକେ ନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା…
Read More...
Read More...
ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ଆସିବ ଅଧିକ ଲହର: ବଢ଼ିବ ମୃତ୍ୟୁସଂଖ୍ୟା ବେଜିଂ, ୫ା୧: ଚୀନ୍ରେ ମହାରୂପ ଦେଖାଉଛି ମହାମାରୀ । ଓମିକ୍ରନ୍ର ସବ୍ ଭାରିଆଣ୍ଟ ସୁନାମୀ ଆଣିଛି । ହୁ ହୁ ହୋଇ ବଢ଼ୁଛି…
Read More...
Read More...
ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା
କଟକ, ୫ା୧(ଡିକେ ନ୍ୟୁଜ): ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ·ଲିବ । ଗୁରୁବାର ଏକ…
Read More...
Read More...
ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ୍ ଉଦ୍ଘାଟିତ, କ୍ରୀଡ଼ା ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ
ରାଉରକେଲା, ୫ା୧(ଡିକେ ନ୍ୟୁଜ): ସାରା ଓଡିଶା ପାଇଁ ଆଜି ଆନନ୍ଦ, ଉତ୍ସବ ଓ ଖୁସିର ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି…
Read More...
Read More...
ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଛାତ୍ର ଅଟକ
ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ମାଡ ମରାଯିବା ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ…
Read More...
Read More...
ଅର୍ଚ୍ଚନା ନାଗ କଳା ଟଙ୍କା ମାମଲାରେ ଇଡିର ଖୋଳତାଡ
ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ବହୁଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ତାର ଖୋଳତାଡ ଜାରୀ ରଖିଛି । ଏହି କ୍ରମରେ ଆଜି ଇ଼ଡିର ଟିମ…
Read More...
Read More...