Browsing Category
ଯୋଗାଯୋଗ
ସହରୀ ସେବାରେ ବଢୁଛି ମା’ଙ୍କ ଭାଗିଦାରୀ
ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ) : ରାଜ୍ୟ ନଗର ଉନ୍ନୟନ ବିଭାଗରେ ମହିଳାଙ୍କ ଭାଗିଦାରି ବୃଦ୍ଧି ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ ହଜାର
୬୯୧ ଟି ମିଶନ ଶକ୍ତି…
Read More...
Read More...
୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ) : ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ସ୍ଥିତ ଆଲିସାନ ଘରକୁ ଆଜି ଆଟଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରର ମୂଲ୍ୟ ୩ କୋଟି ୪୦…
Read More...
Read More...
କମିସନରେଟ୍ ପୋଲିସର ପ୍ରତିଷ୍ଠା ଦିବସ, ସାଇବର ଅପରାଧ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ: ନବୀନ
ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ): ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍ଘାଟିତ ହୋଇଛି । ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍ଘାଟନ କରିଛନ୍ତି…
Read More...
Read More...
ମିଶନ ଶକ୍ତି ସ୍ଲୋଗାନ୍ ନୁହେଁ ଏକ ଜୀବନଧାରା
ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ): ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା’ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା…
Read More...
Read More...
ଓଃ ! କି ଶୀତ ପ୍ରବଳ ଜାଡ଼ରେ କଲବଲ
ଭୁବନେଶ୍ୱର, ୮ା୧(ଡିକେ ନ୍ୟୁଜ): ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପାରଦ ଖସୁଥିବା ବେଳେ ପ୍ରବଳ ଶୀତର ଥରହର ଲୋକେ । ୨ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ହୋଇଛି…
Read More...
Read More...
ଠାକୁର ଅନୁକୁଳଚନ୍ଦ୍ରଙ୍କ ଶତବାର୍ଷିକୀ ସମାରୋହ ସୁନ୍ଦର ଓଡ଼ିଶା ଗଠନ ପାଇଁ ମୁଖମନ୍ତ୍ରୀଙ୍କ ଆହ୍ୱାନ
ପୁରୀ, ୮ା୧(ଡିକେ ନ୍ୟୁଜ): ସତ୍ସଙ୍ଗ ଆଜି ଦେଶର ଏକ ବଡ଼ ଆଧ୍ୟାତ୍ମିକ ଏବଂ ସାମାଜିକ-ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି । ସତ୍ସଙ୍ଗର ଲକ୍ଷ ଲକ୍ଷ ଅନୁଗାମୀ ସମାଜ…
Read More...
Read More...
ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ
ୱାଶିଂଟନ, ୭ା୧: ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ କରୋନା ଭାଇରସ ସଂକ୍ରମଣରୁ…
Read More...
Read More...
ଦୀର୍ଘଦିନ ହେଲା ସ୍କୁଲ ମାଟି ମାଡ଼ୁନାହାନ୍ତି, ୯୬ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି । ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା…
Read More...
Read More...
ଆନ୍ଦୋଳନକାରୀଙ୍କ ଉପରେ କଠୋର ହେଉଛି ଇରାନ, ଆଉ ଦୁଇ ଫାଶୀ ଖୁଣ୍ଟରେ ଝୁଲିଲେ
ତେହେରାନ : ଅ ।ନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଅ ।ଉ ଦୁଇ ଅନ୍ଦୋଳନକାରୀଙ୍କୁ ଫାଶୀ ଦିଅ ।ଯାଇଛି । ଅ ।ନ୍ଦୋଳନ…
Read More...
Read More...
ଅବକାରୀ ବିଭାଗକୁ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...
Read More...