Browsing Category

ଯୋଗାଯୋଗ

କ୍ୟାଡରଙ୍କ ଉତ୍ସାହ ବଢ଼ାଇବାକୁ ବିଜେପିର କାର୍ଯ୍ୟକାରିଣୀ : ବିଜେଡି

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ୨୦୨୪ ନିର୍ବାଚନକୁ ନେଇ ଏବେ ସବୁ ଦଳ ତତ୍ପର ହୋଇଉଠିଛନ୍ତି । ସଂଗଠନକୁ କିପରି ମଜଭୂତ କରାଯିବ ସେଥିନେଇ ଦଳ ପକ୍ଷରୁ କାର୍ଯ୍ୟକାରିଣୀ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦିତ୍ ନାରାୟଣ ଓ ଅନୁପମ ଖେର

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବଲିଉଡ୍ସି ଙ୍ଗର ଉଦିତ୍ ନାରାୟଣ । ନବୀନ ନିବାସରେ…
Read More...

୧୨ବର୍ଷ ପୁରୁଣା ନିୟମରେ ହେବ ସଂଶୋଧନ, ଏଣିକି କମ୍ପୋଜିଟ୍ ସ୍କୁଲରେ ସମାନ ଡ୍ରେସ୍କୋଡ

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସମାନ ଡ୍ରେସ୍କୋଡ । ପ୍ରଥମରୁ ୧୦ ଶ୍ରେଣୀ ଥିବା…
Read More...

ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା

ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି…
Read More...

ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ, ୬ ଗୁରୁତର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ । ନବାଳ ଅଞ୍ଚଳରେ ଦୁଇ ଟି ବିସ୍ଫୋରଣ ହେବା ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ନରବାଳ…
Read More...

ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୨୧ା୧ (ଡିକେ ନୁ୍ୟଜ୍) : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି…
Read More...

ଡାକ୍ତର ଶୁଭଶ୍ରୀ କରଙ୍କ ମୃତୁ୍ୟ ମାମଲା, ଆସିଲା ଭିସେରା ରିପୋର୍ଟ

କେନ୍ଦୁଝର,୨୧ା୧ (ଡିକେ ନୁ୍ୟଜ୍) : କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ…
Read More...

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି…
Read More...

ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ…
Read More...

“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର ।…
Read More...