Browsing Category
ଯୋଗାଯୋଗ
ଆଉ କେତେ ଭୋଗିଲେ ଚେତିବ, ସଂକଟରେ ଥାଇ ମଧ୍ୟ ଭାରତର ପିଛା ଛାଡ଼ୁନି ପାକ୍
ନୂଆଦିଲ୍ଲୀ, ୨୪ା୧: ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ । ଅର୍ଥ ସଂକଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ । ପାର୍ଲାମେଣ୍ଟ, ବିଧାନସଭା ଓ ସେକ୍ରେଟେରିଏଟ୍ ସମେତ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ୟୁନିଭର୍ସିଟି ଟିମ୍
ଭୁବନେଶ୍ୱର, ୨୪ା୧ (ଡିକେ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଚିକାଗୋ ୟୁନିଭର୍ସିଟି ଟ୍ରଷ୍ଟ ଟିମ୍ ସାକ୍ଷାତ କରିବା ସହିତ ବିଭିନ୍ନ…
Read More...
Read More...
ମୋରବି ଝୁଲା ପୋଲ ଟ୍ରାଜେଡ଼ି ଗିରଫ ହେବେ ଓରେଭା କମ୍ପାନୀ ମାଲିକ
ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।…
Read More...
Read More...
ଚୀନକୁ ଚ୍ୟାଲେଞ୍ଜ, ନୌସେନାରେ ସାମିଲ ହେଲା “ଭାଗିର
ନୂଅ ।ଦିଲ୍ଲୀ : ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି । ଅଗାଧ ସମୁଦ୍ରରେ ଶତ୍ରୁ ଉପରେ ପ୍ରହାର କରିବାକୁ ସକ୍ଷମ ଥିବା ବୁଡା ଜାହଜ ଆଇଏନ୍ଏସ୍ ଭାଗୀର ୨୩ ତାରିଖ ସୋମବାର…
Read More...
Read More...
ଅନ୍ଧାରରେ ପାକିସ୍ତାନ : ଲୋକେ କଲବଲ
ପାକିସ୍ତାନ : ଅ ।ର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି । ବିଜୁଳି…
Read More...
Read More...
୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜିମାତ୍, ସଂକଳ୍ପ ନେଲେ ଦଳୀୟ ନେତା ଓ କର୍ମୀ
କଟକ,୨୩ା୧(ଡିକେ ନୁ୍ୟଜ): ୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା…
Read More...
Read More...
ଆଉ ବାର ଦୁଆର ହେବେନି ପେନସନଭୋଗୀ ଚାକିରି ଶେଷ ଦିନରେ ମିଳିବ ପିପିଓ
ଭୁବନେଶ୍ୱର, ୨୩ା୧ (ଡିକେ ନୁ୍ୟଜ୍): ପେନସନ୍ ଯୋଜନାର ସରଳୀକରଣ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଚାକିରିର ଶେଷଦିନରେ ଯେପରି ପେନସନ୍…
Read More...
Read More...
୧୨୬ତମ ଜୟନ୍ତୀରେ ନବୀନଙ୍କ ଶ୍ରଦ୍ଧାଞ୍ଜଳି, ନେତାଜୀଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ
କଟକ, ୨୩ା୧(ଡିକେ ନୁ୍ୟଜ): ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...
Read More...
ଚୀନ୍ ରେ କରୋନା ବିସ୍ଫୋରଣ, ସପ୍ତାହକରେ ହସ୍ପିଟାଲରେ ୧୩ ହଜାର ଲୋକଙ୍କ ମୃତ୍ୟୁ
ବେଜିଂ,୨୨ା୧ : ସପ୍ତାହକ ଭିତରେ ଚୀନ ହସ୍ପିଟାଲଗୁଡ଼ିକରେ କୋଭିଡ-୧୯ ଯୋଗୁ ୧୩ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ଏତେ ସଂଖ୍ୟକ…
Read More...
Read More...
ସାଧାରଣତନ୍ତ୍ର ଦିବସରେ ଲଞ୍ଚ୍ ହେବ ନାଜାଲ ଭ୍ୟାକ୍ସିନ
ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ୍ କୋଭିଡ୍ଟି କା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା…
Read More...
Read More...