ଆସନ୍ତୁ ଏକାଠି ହେବା, ‘ବନ୍ଦେ ଉକ୍ରଳ ଜନନୀ’ ଗାନ କରିବା

0 280

ଆଜି ଅର୍ଥାତ ତା୩୦.୫.୨୦୨୦ ସନ୍ଧ୍ୟା ୫ଘଣ୍ଟା ୩୦ ମିନିଟ୍ ସମୟରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ, ଦେଶ ତଥା ବିଦେଶରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉକ୍ରଳ ଜନନୀ’ ଗାନ କରିବାକୁ ନିବେଦନ କରିଛନ୍ତି ।
ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅକ୍ଷରେ ଅକ୍ଷରେ ପାଳନ କରିବା ।
‘ଡୁମାଣି ଖବର’

Leave A Reply

Your email address will not be published.