Browsing Category
ଯୋଗାଯୋଗ
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ପୁଣି ବର୍ଷେ ମିଳିବ ମାଗଣା ଚାଉଳ
ଭୁବନେଶ୍ୱର, ୩ା୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା…
Read More...
Read More...
ଜେଲ୍ରେ ଜେରା ହେବେ ନାଗ ଦମ୍ପତି
ଭୁବନେଶ୍ୱର,୨ା୧(ଡିକେ ନ୍ୟୁଜ): ବହୁଚର୍ଚ୍ଚିତ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣିଥରେ ଜେରାର ସମ୍ମୁଖୀନ ହେବେ ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ·ନ୍ଦ…
Read More...
Read More...
ରହସ୍ୟଘେରରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ
ଭୁବନେଶ୍ୱର/ ଯୋଡ଼ା,୨ା୧(ଡିକେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର…
Read More...
Read More...
ମନୋଜ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଦାୟିତ୍ୱ
ଭୁବନେଶ୍ୱର, ୨ା୧ (ଡିକେ ନ୍ୟୁଜ୍): ଆଇଟି ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଦାୟିତ୍ୱ । ସେ ଆଇଟି ପ୍ରମୁଖ ସଚିବ ସହ…
Read More...
Read More...
ଆଇଏମ୍ଏଫ୍ ମୁଖ୍ୟଙ୍କ ଚେତାବନୀ ୨୦୨୩ରେ ବିଶ୍ୱରେ ଦେଖାଦେବ ଭୟାବହ ମାନ୍ଦାବସ୍ଥା
ନୂଆଦିଲ୍ଲୀ, ୨ା୧: ବିଶ୍ୱ ଅର୍ଥବ୍ୟବସ୍ଥାକୁ ନେଇ ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) । ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟଲୀନା ଜାର୍ଜିଭର ୨୦୨୩ରେ…
Read More...
Read More...
ରିଲିଜ୍ ହେଲା “ଆନିମଲ୍’ର ପ୍ରଥମ ପୋଷ୍ଟର
ମୁମ୍ବାଇ ୦୧ ।୦୧: ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଆନିମଲ' । ବର୍ତ୍ତମାନ ତାହାର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ପ୍ରଶଂସକମାନେ ଦୀର୍ଘ ସମୟ ଧରି…
Read More...
Read More...
ଭୟଙ୍କର ଦୁର୍ଘଟଣା ଯୁବତୀଙ୍କୁ ୧୦ କିମି ଯାଏଁ ଘୋଷାଡ଼ି ନେଲା କାର
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ଏକ କାର ୧୦ କିମି ଯାଏଁ ଘୋଷାଡ଼ି ଘୋଷାଡ଼ି ନେବଫଳରେ ତାଙ୍କର ମୃତ୍ୟୁ ହୋଇଛି ।…
Read More...
Read More...
ରୁଷ ସାଂସଦଙ୍କ ମୃତ୍ୟୁ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ପୋଲ୍ ଖୋଲିବ ଇଣ୍ଟରପୋଲ୍
ଭୁବନେଶ୍ୱର/ରାୟଗଡ଼ା,୧ା୧(ଡିକେ ନ୍ୟୁଜ): ଦୁଇ ଜଣ ଋଷୀୟ ନାଗରିକ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ମୃତ୍ୟୁ ଘଟଣାରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ…
Read More...
Read More...
ଦେଶରେ ବଢ଼ୁଛି ବେରୋଜଗାରୀ
ନୂଆଦିଲ୍ଲୀ, ୧ା୧: ଦେଶରେ ବେରୋଜଗାରୀ ହାର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଡିସେମ୍ବର ମାସରେ ବେରୋଜଗାରୀ ହାର ୮.୩ ପ୍ରତଶତରେ ପହଞ୍ôଚଛି । ଏହା ଗତ…
Read More...
Read More...
ଶେଷରେ ସତ ମାନିଲେ ଜିନ୍ପିଙ୍ଗ ଚୀନ୍କୁ ଗିଳିସାରିଲାଣି କରୋନା
ନୂଆଦିଲ୍ଳୀ, ୧ା୧: ଚୀନ୍ରେ କରୋନାର ପ୍ରକୋପ ଜାରି ରହିଛି । ଏଠାରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉର୍ଦ୍ଧ୍ୱଗାମୀ ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ…
Read More...
Read More...