Browsing Category

ଯୋଗାଯୋଗ

୧୫ବର୍ଷ ପୁରୁଣା ଗାଡ଼ିର ପଞ୍ଜିକରଣ ରଦ୍ଦ

ନୂଆଦିଲ୍ଲୀ, ୧୯ା୧: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ କରି ନୋଟିଫିକେସନ ଜାରି କରାଯାଇଛି । ଏହି କ୍ରମରେ ୧୫ବର୍ଷରୁ ଅଧିକ ହୋଇଥିବା…
Read More...

ବିଜୁ ଜୟନ୍ତୀରେ ଡାକୋଟାର ଲୋକାର୍ପଣ, ଯୁବପିଢ଼ିଙ୍କୁ ଦେବ ଅନେକ ବାର୍ତ୍ତା

ଭୁବନେଶ୍ୱର, ୧୯ା୧ (ଡିକେ ନ୍ୟୁଜ୍‌): ଭୁବନେଶ୍ୱର ଏୟାରପୋର୍ଟରେ ବିଜୁବାବୁଙ୍କ ଐତିହାସିକ ଡାକୋଟା ଯନ୍ତ୍ରାଂଶଗୁଡ଼ିକ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ…
Read More...

୯ ବୃହତ୍ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏ କମିଟିର ଅନୁମୋଦନ, ପାରାଦୀପରେ ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ୱର, ୧୯ା୧(ଡିକେ ନ୍ୟୁଜ): ଓଡ଼ିଶାରେ ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । ଜଗତସିଂହପୁର ଜିଲ୍ଳା ପାରାଦୀପରେ ୭ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ…
Read More...

ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର

ନୟାଗଡ଼,୧୬ା୧(ଡିକେ ନ୍ୟୁଜ): କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଉଚ୍ଚତମ…
Read More...

ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ‘ଆରଆରଆର’

ନୂଅ ।ଦିଲ୍ଲୀ : ଏସଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ ବିଶ୍ୱରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଗ୍ଲୋଡେନ୍‌ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ ବେଷ୍ଟ ଫରେନ୍‌…
Read More...

ଆଜିଠୁ ବର୍ଷା ୬ ଜିଲ୍ଲାକୁ କୁହୁଡି ସତର୍କତା

ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ରାଜ୍ୟରେ କମିଛି ଶୀତ । ଏବେ ତାପମାତ୍ରାରେ ବୃଦ୍ଧି ହେବା ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ କାଲିଠୁ ଆରମ୍ଭ ହେବ…
Read More...

୪ ଜିଲ୍ଲାରେ ୫ ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ଲୋକାର୍ପିତ, ବିଦ୍ୟୁତ ଅପଚୟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌ ସବେ୍‌ଷ୍ଟସନ ଉଦ୍‌ଘାଟନ କରିଛନ୍ତି ।…
Read More...

ସେନା ଦିବସରେ ସେନାମୁଖ୍ୟଙ୍କ ଦମ୍ଭୋକ୍ତି, ସବୁ ଆହ୍ୱାନର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

ବେଙ୍ଗାଲୁରୁ : ଦିଲ୍ଲୀରେ ଅନୁଷ୍ଠିତ ହୋଇ ଅ ।ସୁଥିବା "ସେନା ଦିବସ ପରେଡ୍‌' ଅ ।ଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ୱାମୀ ପରେଡ୍‌…
Read More...

ଶୀତୁଆ ସକାଳରେ ମନମୋହିଲା ପଥୋତ୍ସବ

ଭୁବନେଶ୍ୱର,୧୫ା୧(ଡିକେ ନ୍ୟୁଜ): ରବିବାର ରଥରୋଡ଼ରେ ଅନୁଷ୍ଠିତ ହୋଇଛି ପଥ ଉତ୍ସବ । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍‌ ଓ ଶିଖରଚଣ୍ଡୀରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ…
Read More...