Browsing Category

ଯୋଗାଯୋଗ

ଏଲ୍‌ଏସିରେ ଚୀନର ରେଳଲାଇନ ନିର୍ମାଣ: ଭାରତ ପ୍ରତି ସତର୍କଘଣ୍ଟି

ନୂଆଦିଲ୍ଲୀ : ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଏବଂ ଅକ୍ସାଇ ଚୀନ୍‌ ଅଞ୍ଚଳରେ ଚୀନ୍‌ ନୂଆ ରେଳଲାଇନ ନିର୍ମାଣ କରିବାକୁ ଯାଉଛି । ଯାହାକି ଭାରତ ପାଇଁ ସତର୍କ ଘଣ୍ଟି…
Read More...

ସିରିଆ ଉପରେ ଇସ୍ରାଏଲର ମିସାଇଲ୍‌ ମାଡ଼, ୧୫ ମୃତ

ନୂଆଦିଲ୍ଲୀ: ଭୂମିକମ୍ପ ପ୍ରଭାବିତ ସିରିଆ ଉପରେ ଇସ୍ରାଏଲର ପ୍ରହାର । ରାଜଧାନୀ ଦମିଶ୍‌କ ଉପରେ ମିସାଇଲ୍‌ ମାଡ଼ ହୋଇଛି । ଏକ ଆବାସିକ କ୍ଷେତ୍ରରେ ଏହି କ୍ଷେପଣାସ୍ତ୍ର…
Read More...

ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଏରୋସ୍ପେଶ୍‌ ଏକାଡେମୀ, ବର୍ଷକୁ ବାହାରିବେ ୫୦୦ ଦକ୍ଷ ପାଇଲଟ

ଭୁବନେଶ୍ୱର, ୧୯ା୨(ଡିକେ ନ୍ୟୁଜ): ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି । ରାଜ୍ୟ ଭିତରେ ଓ…
Read More...

ପ୍ରତି ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା

ଭୁବନେଶ୍ୱର, ୧୯ା୨(ଡିକେ ନ୍ୟୁଜ): ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୪୧୬୦ ଗ୍ରାମ ପଞ୍ଚାୟତରେ କୌଣସି ସ୍ଥାୟୀ ବ୍ୟାଙ୍କ ସେବା ନାହିଁ ଆଉ ୪ଟି ଗ୍ରାମ…
Read More...

ମୋଦିଙ୍କୁ ଭେଟିବେ ୩ ଦେଶର ମୁଖ୍ୟ

ନୂଆଦିଲ୍ଲୀ, ୧୯ା୨ ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ । ଏଥିମଧ୍ୟରୁ ଜର୍ମାନ ·ନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ…
Read More...

କଥା ଦେଇ କଥା ରଖିଲେ ନବୀନ, ବର୍ଷକ ଭିତରେ ପଦ୍ମପୁର ଜିଲ୍ଲା

ଝାରବନ୍ଧ, ୧୯ା୨(ଡିକେ ନ୍ୟୁଜ): ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଡିସେମ୍ବରରେ ଦେଇଥିବା…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ

ନୂଆଦିଲ୍ଲୀ, ୧୮ା୨: ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ…
Read More...

ମହାସମାରୋହରେ ପାଳିତ ହେଲା ମଣିବାବାଙ୍କ ମହାଶିବରାତ୍ରୀ

ଭଦ୍ରକ,୧୮ା୨(ଡିକେ ନ୍ୟୁଜ): ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଭକ୍ତମୟ । ବିଶେଷକରି…
Read More...

ତୁର୍କୀରୁ ଫେରିଲେ ‘ଅପରେସନ ଦୋସ୍ତ’ ହିରୋ

ଅଙ୍କାରା : ଭୂକମ୍ପ ପ୍ରପୀଡ଼ିତ ତୁର୍କୀରେ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ଉଦ୍ଧାରକାରୀ ଦଳ ସ୍ୱଦେଶ ଫେରିଆସିଛନ୍ତି । ସେମାନଙ୍କୁ ଉସିତ ସ୍ୱାଗତ କରାଯାଇଛି…
Read More...