Browsing Category

ଅପରାଧ

“ଆହ୍ଲା ହୁ ଆକବର’ କହି ପୋଲିସ ଉପରେ ଛୁରାମାଡ କଲା ୧୬ ବର୍ଷର ବାଳକ

ନୂଆଦିଲ୍ଲୀ : ଫ୍ରାନ୍ସ ପରେ ଏବେ ରୁଷରେ ୧୬ ବର୍ଷୀୟ ଜଣେ କିଶୋର ‘ଆହ୍ଲା ହୁ ଆକବର' କହି ଜୋରରେ ପାଟିକରି ପୋଲିସ ଉପରେ ଛୁରିମାଡ କରିଛି । ଯୁବକ ଜଣକ ପୋଲିସ୍ ଉପରେ ୩ଥର
Read More...

ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ

ଭୋପାଲ୍: ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ବଢ଼ି ·ଲିଛି । ମଧ୍ୟପ୍ରଦେଶର ରେୱା ଜିଲ୍ଲାରୁ ପୁଣି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ୧୦ ଦିନ ଧରି ପୁଲିସ
Read More...

ଆତ୍ମଘାତୀ କାର୍ ବିସ୍ଫୋରଣ: ୧୨ ମୃତ, ୧୨୦ ଆହତ

କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି ।
Read More...

ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ

ଲକ୍ଷେ୍ନø; ଉତ୍ତରପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛନ୍ତି । ଲକ୍ଷେ୍ନøର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ
Read More...

ସାବଧାନ ଇଣ୍ଡିଆ ଦେଖି ହତ୍ୟାକାଣ୍ଡର ଯୋଜନା

ସରକାରୀ ଚାକିରି ଲୋଭରେ ପିତାଙ୍କୁ ହତ୍ୟା ଯୋଜନା ରଚିଥିଲା ପୁଅ ଉଦୟପୁର, ୧୭ ।୧୦ : ରାଜସ୍ଥାନର ଉଦୟପୁର ଜିଲ୍ଲାରୁ ପୁଅର ପିତାଙ୍କ ହତ୍ୟାକୁ ନେଇ ରଚିଥିବା
Read More...

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ

ମୁମ୍ୱାଇ: ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ । ଜଣେ
Read More...

ଗଣଦୁଷ୍କର୍ମ ପରେ ମା’ ସହ ଶିଶୁକୁ କେନାଲକୁ ଫିଙ୍ଗିଦେଲେ

ବକ୍ସର, ୧୨ ।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ବକ୍ସର ଜିଲ୍ଲାରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ
Read More...

ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ଉତ୍ତରପ୍ରଦେଶ ସର୍ବାଗ୍ରେ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଯୋଗୀ ସରକାର ମହିଳାଙ୍କ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏନସିଆରବି ଦ୍ୱାରା ପ୍ରକାଶିତ କ୍ରାଇମ ଇନ ଇଣ୍ଡିଆ
Read More...

ଜେଏମଏମ୍ ନେତା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା

ଧନବାଦ୍: ଜେଏମଏମ୍ ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାଯାଇଛି । ରବିବାର ସକାଳେ ଉଭୟଙ୍କ ମୃତଦେହ ଧନବାଦ୍ ଜିଲ୍ଲାରେ
Read More...

ପୂଜାରୀଙ୍କୁ ଜାଳିପୋଡ଼ି ମାରିଦିଆଯିବା ଘଟଣା

ଅନ୍ତିମ ସଂସ୍କାର ନକରିବା ଜିଦରେ ପରିବାରବର୍ଗଙ୍କ ଧାରଣା କରୋଲି : ରାଜସ୍ଥାନର କରୋଲିଠାରେ ଜଣେ ପୂଜାରୀଙ୍କୁ ଜାଳିପୋଡ଼ି ମାରିଦିଆଯିବା ପରେ ଏବେ ତାଙ୍କ ପରିଜନମାନେ
Read More...