Browsing Category

ଅପରାଧ

କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ନିସ୍ତୁକ ଛେଚା଼ ଖାଇଲେ ପୂର୍ବତନ ବିଧାୟକ

ବାରଣାସୀ, ୧୦ ।୧ : ଉତ୍ତର ପ୍ରଦେଶର ବାରଣାସୀରେ ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ପୂର୍ବତନ ବିଜେପି ବିଧାୟକଙ୍କୁ ମହଙ୍ଗା ପଡିଛି ।
Read More...

ବରଖାସ୍ତ ହୋଇପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ମହାଭିଯୋଗ ଚଳାଇବାକୁ ବାଚସ୍ପତିଙ୍କ ଦାବି ୱାଶିଂଟନ, ୯ ।୧:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ରେ ପ୍ରବେଶ କରି ଆକ୍ରମଣ
Read More...

ପ୍ରେମ ପ୍ରତାରଣା ଓ ଆଥô୍କ କାରବାର ପାଇଁ ପ୍ରେମିକା ହତ୍ୟା କଲା ପ୍ରେମିକ କୁ !

ଧର୍ମଗଡ,୦୭/୦୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତଗତ ବଡଘୁମର ଗାଁରେ ଲିଲାନିଧô୍ ସୁନାନୀ ମର୍ଡରର ରହସ୍ୟ କଲାହାଣ୍ଡି ଆରକ୍ଷ ଅଧô୍କାରୀ ଦୀର୍ଘ ୫ଦିନ ପରେ
Read More...

ଋଣ ନାଁରେ ଠକେଇ କରୁଛନ୍ତି ଶତାଧିକ ଆପ୍

ହାଇଦ୍ରାବାଦ, ୬ ।୧: ବିଭିନ୍ନ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବାକୁ ପ୍ରଲୋଭିତ କରି ଠକେଇ କରୁଥିବା ଗ୍ୟାଙ୍ଗର ଗୁମର ଧୀରେଧୀରେ ଫିଟିବା ଆରମ୍ଭ କରିଛି । ତେଲେଙ୍ଗାନା
Read More...

କୈଳାସ ବିଜୟଭର୍ଗୀୟାଙ୍କ ଗାଡ଼ି ଉପରକୁ ଚପଲ ମାଡ଼

କୋଲକାତା, ୪ ।୧: ବିଜେପି ନେତା କୈଳାସ ବିଜୟଭର୍ଗୀୟା ଓ ମୁକଲ ରୟ କୋଲକାତାରେ ରୋଡ ଶୋ' କରୁଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି । ପୁଲିସ୍ର ବିନା
Read More...

୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ୍

ଇସଲାମାବାଦ: ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି ଗିରଫ୍ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି
Read More...

ଲୋନ୍ ଆପ୍ ସ୍କାମ୍

ଭାରତୀୟ ପ୍ରେମିକା ପାଇଁ ଧରାପଡ଼ିଲା ଚାଇନା ଠକ ନୂଆଦିଲ୍ଲୀ: ବେଆଇନ୍ ଲୋନ୍ ଆପ୍ ଦ୍ୱାରା ଠକେଇ କରି ସ୍ୱଦେଶ ଫେରିଯିବା ଲକ୍ଷ୍ୟରେ ଥିବା ଚାଇନାର ନାଗରିକ ଡିସେମ୍ୱର
Read More...

ଯୁବକଙ୍କୁ ବନ୍ଧୁକରେ ଆକ୍ରମଣ

ଭୁବନେଶ୍ୱର : ମଙ୍ଗଳବାର ରାତିରେ ରାଜଧାନୀରେ ଜଣେ ଯୁବକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଡୁମଡୁମା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାକୁ
Read More...

ରେଲୱେ ଟ୍ରାକରୁ ମିଳିଲା ଉପବାଚସ୍ପତିଙ୍କ ମୃତଦେହ

ବେଙ୍ଗାଲୁରୁ, ୨୯ ।୧୨: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ରେଲୱେ ଟ୍ରାକରୁ ମିଳିଛି । ତାଙ୍କ ମୃତଦେହ ନିକଟରୁ ପୁଲିସ୍ ଏକ
Read More...

କରୋନା ସମ୍ପର୍କରେ ରିପୋର୍ଟ କରିଥିବା ସାମ୍ବାଦିକଙ୍କୁ ଚୀନ୍ ଦେଲା ଜେଲଦଣ୍ଡ

ଉହାନ: ଚାଇନାର ଉହାନ ସହରରୁ ହିଁ ପ୍ରଥମେ ମହାମାରୀ କରୋନା ଭାଇରସ ବ୍ୟାପିଥିଲା । ଏହାପରେ ଏହା ବିଶ୍ୱର ବିଭନ୍ନ ପ୍ରାନ୍ତରେ ପହଞ୍ଚିଥିଲା । ଚାଇନା ଏହା ଲୁଚାଇବାକୁ
Read More...