Browsing Category

ଅପରାଧ

ଭୁବନେଶ୍ୱରରୁ ଲେଡି ବ୍ଲାକ୍‌ ମେଲରଙ୍କୁ ଉଠାଇ ନେଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର, ୧୩ା୧୧(ଡିକେ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଆଉ ଜଣେ ଲେଡି ବ୍ଲାକ୍‌ ମେଲରଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌…
Read More...

ଜ୍ୟାକ୍‌ଲିନଙ୍କ ଜାମିନ ଅବଧି ଘୁଞ୍ଚିଲା

ମୁମ୍ବାଇ୧୧ ।୧୧: ବଢ଼ିଲା ଜ୍ୟାକ୍‌ଲନୀଙ୍କ ବେଲ୍‌ ଅବଧି । ଠକେଇ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବେଲ୍‌ ଅବଧିକୁ ନଭେମ୍ବର ୧୫ ତାରିଖ…
Read More...

ଶୋଭାଯାତ୍ରା ବେଳେ ଇମ୍ରାନ୍‌ଙ୍କୁ ଗୁଳିମାଡ଼

ଇସଲାମାବାଦ, ୩ା୧୧: ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ଆଜି ବଡ଼ ଘଟଣା ଘଟିଛି । ସରକାରଙ୍କ ବିରୋଧରେ ରାଲି କରୁଥିବା ପାକିସ୍ତାନର ପୂର୍ବତନ…
Read More...

ଅର୍ଚ୍ଚନା ମାମଲାରେ ହସ୍ତକ୍ଷେପ କରିପାରେ ଇଡି

ଭୁବନେଶ୍ୱର ,୨୩ ଅକ୍ଟୋବର –ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ôଥକ କାରବାରର ତଦନ୍ତ କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି…
Read More...

ବନ୍ଧା ହେଲେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗର ୫ ସଦସ୍ୟ

ମୁମ୍ୱାଇ: ବନ୍ଧା ହେଲେ ପଳାତକ ଡନ୍‌ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ । ଜୋରଜବରଦସ୍ତି ବଟି ଆଦାୟ ମାମଲାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ ପୁଲିସ ଡି-କମ୍ପାନୀ ସହ…
Read More...

ନିଶା ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ କିଛି ଲୋକ ଗଣଦୁଷ୍କର୍ମ କରିଥିବା…
Read More...

୧୦ କୋଟି ନିଅ, ମାମଲା ରଫାଦଫା କର!

ହିସାର, ୦୯/୧୦: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌ । ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି । କେହି ଅଜଣା…
Read More...

ଖୋଲୁଛି ଲେଡି ବ୍ଲାକ୍‌ମେଲରର ଭାନୁମତି ପେଡି

ଭୁବନେଶ୍ୱର,୮ା୧୦(ଡିକେ ନ୍ୟୁଜ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋ଼ଟିଏ ଖୋଲୁଛି କଳା କାରନାମାର…
Read More...

୧୦ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ୪୫ ଭିଡିଓ ବ୍ଲକ୍‌

ନୂଆଦିଲ୍ଲୀ, ୨୭ା୯: ପୁଣି ଡିଜିଟାଲ ମିଡିଆ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲେ କେନ୍ଦ୍ର ସରକାର । ୧୦ଟି ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ୪୫ ଭିଡିଓକୁ ବ୍ଲକ୍‌ କରିଛନ୍ତି…
Read More...

ଡାକ୍ତରଙ୍କ ଅବହେଳା: ଚାଲିଗଲା ୬ ନବଜାତ ଶିଶୁଙ୍କ ଜୀବନ !

ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର, ୧୮ା୯(ଡିକେ ନ୍ୟୁଜ): ଡାକ୍ତରଙ୍କ ଅବହେଳା ଯୋଗୁ ·ଲିଗଲା ୬ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ…
Read More...