୪ଦିନ ଧରି ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ

ନୂଆଦିଲ୍ଲୀ: ଗତ ·ରି ଦିନ ଧରି ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ·ଲିଛି ଘମାଘୋଟ ଯୁଦ୍ଧ । ଏହି ଯୁଦ୍ଧ ବର୍ତ୍ତମାନ ଆଗକୁ ମଧ୍ୟ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି ।
Read More...

ପଶ୍ଚିମବଙ୍ଗର କୌଣସି ସାଂସଦଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଭାବେ ନିଯୁକ୍ତି ମିଳିପାରେ

କୋଲକାତା, ୧ ।୧୦ : କରୋନାରେ ରେଳମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ନିଧନ ପରେ କେନ୍ଦ୍ର କ୍ୟାବିନେଟରେ ଖାଲିଥିବା ସ୍ଥାନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Read More...

ଚୀନ୍ ପର୍ଯ୍ୟନ୍ତ ନୂତନ ମାର୍ଗ ଖୋଜୁଥିବା ବିଏସଏଫ୍ ଅଧିକାରୀଙ୍କ ମୃତ୍ୟୁ

କିନ୍ନୋର, ୧ ।୧୦ : ହିମାଚଳ ପ୍ରଦେଶରୁ ଚୀନ୍ ପର୍ଯ୍ୟନ୍ତ ଏକ ନୂତନ ମାର୍ଗ ଖୋଜୁଥିବା ଜଣେ ବିଏସ୍ଏଫ୍ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ୭୦ ବର୍ଷର ବିଏସ୍ଏଫ୍ର
Read More...

ଏକ ମାସରେ ଭାରତରେ ୪୧% କରୋନା ମାମଲା, ୩୩% ମୃତ୍ୟୁ

ନୂଆଦିଲ୍ଲୀ, ୧ ।୧୦ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୩ ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି ଯେଉଁଥିରେ
Read More...

ଖୋଲିଲା ଭିତରକନିକା ପଟ୍ଟାମୁଣ୍ଡାଇ : ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ
Read More...

କେନ୍ଦ୍ର ସରକାରଙ୍କ କୃଷି ବିଧେୟକକୁ ବିରୋଧ କରି ରାହୁଳ ଟ୍ରାକ୍ଟର ରୋଡ୍ ଶୋ’ରେ ଭାଗ ନେବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ କୃଷି ଅଧ୍ୟାଦେଶକୁ ନେଇ ରାହୁଳ ଗାନ୍ଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପଞ୍ଜାବ ଗସ୍ତ କରିବେ । ଫତେଗଡ଼ ସାହିବ ବଦନୀ କଲାଂ ଠାରେ ଏହାର ଆରମ୍ଭ
Read More...

ୟୁପିଏସସି ପ୍ରିଲିମସ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ: ଅକ୍ଟୋବର ୪ରେ ହେବାକୁ ଥିବା ୟୁପିଏସସି ପ୍ରିଲିମସ ପରୀକ୍ଷା ୨୦୨୦ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯୁପିଏସସି ଯେଉଁ
Read More...

ଗୁଣି ସନ୍ଦେହରେ ହତ୍ୟା, ୫ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, (ଡୁମାଣୀ ଖବର) : ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକରେ ଗୁଣି ସନ୍ଦେହରେ ଏକ ହତ୍ୟାକାଣ୍ଡ ଗତ ଅଗଷ୍ଟ ୯ ତାରିଖ ଦିନ ଘଟିଥିଲା । ଏହିି ଘଟଣାରେ ଗତ
Read More...