ପୁଣି ଇତିହାସ ରଚିଲା ଡିଆରଡିଓ
ଆଣ୍ଟି ରେଡିଏସନ୍ ମିସାଇଲ୍ ରୁଦ୍ରମର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପୁଣିଥରେ ଇତିହାସ ରଚିଛି । ଶୁକ୍ରବାର!-->!-->!-->…
Read More...
Read More...
ହାଥରସ୍ ଘଟଣାରେ ଗ୍ରାମବାସୀଙ୍କୁ ଏସ୍ଆଇଟିର ପଚରାଉଚୁରା ଜାରି
ସୁରକ୍ଷା ବଳୟରେ ପୂରା ଗ୍ରାମ
ଲକ୍ଷେ୍ନø, ୯ ।୧୦ : ହାଥରସ୍ ଘଟଣାକୁ ନେଇ ଅନୁସନ୍ଧାନର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ!-->!-->!-->…
Read More...
Read More...
ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ପାଇଲେ ଲାଲୁ
ପାଟନା : ବିହାର ନିର୍ବାଚନ ଏବେ ସରଗରମ ହୋଇଉଠିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଚାରା ଦୁର୍ନୀତି ମାମଲାରେ ସଜା!-->…
Read More...
Read More...
ରାଜ୍ୟର ୨ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଆଜିଠୁ ପ୍ରାର୍ଥିପତ୍ର ଦାଖଲ
ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି!-->!-->!-->!-->!-->…
Read More...
Read More...
ରାଜ୍ୟରେ ୧୭କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର : ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ଚୀନକୁ ତାଇୱାନର କଡ଼ା ସନ୍ଦେଶ
ଦଫା ହୋ ଯାଓ
ନୂଆଦିଲ୍ଲୀ : ତାଇୱାନ୍ରେ ନ୍ୟାସନାଲ୍ ଡେ’ କଭରେଜ୍କୁ ନେଇ ଚୀନ୍ ଭାରତୀୟ ମିଡିଆକୁ ଚେତାବନୀ ଭରା ବାର୍ତ୍ତା ଦେଇଥିବାବେଳେ ତାଇୱାନ୍ ମଧ୍ୟ ଚୀନ୍କୁ କଡ଼ା!-->!-->!-->…
Read More...
Read More...
ବିହାର ବିଧାନସଭା ନିର୍ବାଚନ : ୩୦ ଷ୍ଟାର ପ୍ରଚାରକ କରିପାରିବେ ନିର୍ବାଚନ ପ୍ରଚାର
ପାଟନା : ବିହାର ବିଧାନସଭା ନିର୍ବାଚନ ଓ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ୪୦!-->…
Read More...
Read More...
ହାତ କାଟିବା, ଆଖି ତାଡ଼ିନେବା ଭଳି ଉତ୍ତେଜକ ବୟାନ ଦେଇ ଗିରଫ ହେଲେ କଂଗ୍ରେସ ନେତା
ଲକ୍ଷେ୍ନø : ହାଥରସ୍ ମାମଲାରେ ଉତ୍ତେଜକ ବୟାନ ଦେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶ୍ୟୋରାଜ ଜୀବନକୁ ଗିରଫ କରାଯାଇ ପୋଲିସ ପଚରାଉଚୁରା ଜାରି ରଖିଛି । ହାଥରସ୍ରେ!-->…
Read More...
Read More...
ରାଫେଲ ଡର ଘାରିଛି କଂଗ୍ରେସକୁ
ନିଜ ଦ୍ୱାରା ପ୍ରସ୍ତୁତ କୃଷିବିଲ୍ ବିଧାନସଭାରେ ପାରିତ କରିବେ କଂଗ୍ରେସ ଶାସିତ ରାଜ୍ୟ
ଗତ ମାସରେ ସଂସଦରେ ପାରିତ ହୋଇଥିବା କୃଷି ସଂସ୍କାର ଆଇନକୁ ନେଇ କଂଗ୍ରେସ!-->!-->!-->…
Read More...
Read More...
ଅଭିବ୍ୟକ୍ତିର ସ୍ୱାଧୀନତା ସର୍ବାଧିକ ଦୁରୂପଯୋଗ କରାଯାଉଛି : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ତବଲିଗି ଜମାତ ସହ ଜଡ଼ିତ ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି କି ବର୍ତ୍ତମାନ ଅଭିବ୍ୟକ୍ତିର ସ୍ୱାଧୀନତା ସର୍ବାଧିକ ଦୂରୁପଯୋଗ କରାଯାଉଛି ।!-->…
Read More...
Read More...