ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବି·ରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେ‡ୀ । ଏନେଇ ସେ ସୁପ୍ରିମକୋର୍ଟ
Read More...

ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ଉତ୍ତରପ୍ରଦେଶ ସର୍ବାଗ୍ରେ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଯୋଗୀ ସରକାର ମହିଳାଙ୍କ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏନସିଆରବି ଦ୍ୱାରା ପ୍ରକାଶିତ କ୍ରାଇମ ଇନ ଇଣ୍ଡିଆ
Read More...

୬୦ଲକ୍ଷ ଟପିଲା କରୋନା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସେହିପରି ଦେଶରେ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ମଧ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା
Read More...

ଜେଏମଏମ୍ ନେତା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା

ଧନବାଦ୍: ଜେଏମଏମ୍ ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାଯାଇଛି । ରବିବାର ସକାଳେ ଉଭୟଙ୍କ ମୃତଦେହ ଧନବାଦ୍ ଜିଲ୍ଲାରେ
Read More...

ଲଦାଖ ସୀମାରେ ପଇଁତରା ମାରୁଛି ଭାରତର ମିଗ୍-୨୯ ଲଢୁଆ ବିମାନ

ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ । ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ । ଲେହ ଏୟାର୍ବେସ୍ରେ ଶୀତ ପ୍ରସ୍ତୁତି
Read More...

ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା । ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି । ତେବେ ସୋମବାର
Read More...

ହାଥରସ ମାମଲାରେ ସିବିଆଇର ତଦନ୍ତ ଆରମ୍ଭ

ଲକ୍ଷେ୍ନø: ହାଥରସ୍ ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ୟୁପି ପୋଲିସ୍ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି
Read More...

ବିପ୍ଳବଙ୍କ ବିରୋଧରେ ତେଜିଲା ବିପ୍ଳବ

ଅଗରତାଲା, ୧୧ ।୧୦ : ତ୍ରିପୁରାରେ ବିଜେପି ସରକାର ମୁସ୍କିଲ୍ରେ ପଡ଼ିବା ଭଳି ଲାଗୁଛି । ପାର୍ଟିର କିଛି ବିଧାୟକ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ବିରୋଧରେ ବିପ୍ଳବ
Read More...

ଏଟିଏମକୁ ତାଡି ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ୱର : ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ ତାଡି ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।ଭୁବନେଶ୍ୱର ପୁଣିି ଲୁଟ । ପୋଲିସ ନିଷ୍କ୍ରିୟତାର ସୁଯୋଗ
Read More...

ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲରେ ଦେଢ଼ କିମି ରାସ୍ତାକୁ ଉଦଘାଟନ କଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକସ୍ଥିତ ଯୋବ୍ରା ରିଙ୍ଗରୋଡଠୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କୋନାଲ
Read More...