ପିକ ଅପ୍ ଗାଡି ଯୋଗେ କୋଇଲା ଚୋରା ଚାଲାଣ
ମାଲକାନଗିରି (ଡିକେ ନ୍ୟୁଜ୍) : ବନ ବିଭାଗ ର ଚଢ଼ାଉ। ଜବତ କଲା ବସ୍ତା ବସ୍ତା କୋଇଲା ବୋଝେଇ ବୋଲେରୋ ପିକ ଅପ୍। ଚିତ୍ରକୋଣ୍ଡା ଘାଟି ରୁ କୋଇଲା ଲୋଡ ହୋଇ ଏକ ପିକ!-->!-->!-->…
Read More...
Read More...
ଅସ୍ତ୍ରୋପଚାର ପରବର୍ତ୍ତୀ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା
ଭଦ୍ରକ: ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ନିଶା ପ୍ରଭାବରୁ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଏକ ନର୍ସିଂହୋମ୍ରେ!-->…
Read More...
Read More...
କେବୁଲ ଚୋରି ଅଭିଯୋଗରେ ୪ ଗିରଫ
ଭଦ୍ରକ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ହୁମାନ ବାଟିକା ନିକଟରେ ଟେଲିଫୋନ କେବୁଲ ଚୋରି କରୁଥିବା ବେଳେ ଚାରି ଚୋରଙ୍କୁ ବୁଧବାର!-->…
Read More...
Read More...
ରେନଲ୍ଟ ଭାରତରେ ୪୧୫ରୁ ଅଧିକ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍କୁ ନିଜର ନେଟ୍ୱର୍କ ଉପସ୍ଥିତି ବିସ୍ତାର କରିଛି
ନୂଆଦିଲ୍ଲୀ : ରେନଲ୍ଟ ଇଣ୍ଡିଆ ପକ୍ଷରୁ ଗତ ଦୁଇ ମାସ ମଧ୍ୟରେ ଦେଶବ୍ୟାପୀ ଏହାର ନେଟ୍ୱର୍କରେ ୩୪ଟି ନୂତନ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍କୁ ସାମିଲ କରାଯାଇଥିବା!-->!-->!-->…
Read More...
Read More...
ଗାୟତ୍ରୀ ବେଶରେ ଦର୍ଶନ ଦେଲେ ମା କନକ ଦୁର୍ଗା
ପିପିଲି : ନବଦିନାତ୍ମକ ପୂଜାରେ ପିପିଲିର ମା କନକଦୁର୍ଗାଙ୍କ ଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ମନ୍ଦିର ଫିଟା ଯିବା ପରେ ବିଧି ଅନୁସାରେ ଦେବୀଙ୍କୁ!-->…
Read More...
Read More...
ରାଜ୍ୟରେ ୧୭୯୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ!-->…
Read More...
Read More...
ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୭୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏହାକୁ ମିଶାଇ ମୋଟ୍ କରୋନାଜନିତ!-->…
Read More...
Read More...
ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କ୍ରାଇମବ୍ରଂଚ ତଦନ୍ତ ଦାବିକଲା ପରିବାର
କେନ୍ଦ୍ରାପଡା: ଅଧିକ ଯୈ÷ାତୁକ ଦାବିକରି ମହିଳାଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସର ଉଦାସୀନତା!-->!-->!-->!-->!-->…
Read More...
Read More...
ପାରାଦୀପ ବନ୍ଦର ଆଙ୍କରେଜ ପଏଣ୍ଟରୁ ୩ଜଣ ବାଙ୍ଗଲାଦେଶୀ ନାବିକ ଉଦ୍ଧାର
ପାରାଦ୍ୱୀପ : ଲଘୁଚାପ ଓ ଲଗାଣ ବର୍ଷା ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ହୋଇ ପଡିଛି । ଗୁରୁବାର ଅପରାହ୍ନରେ ବାଙ୍ଗଲାଦେଶରୁ ଲୁହାପଥର ପରିବହନ କରିବାକୁ ପାରାଦୀପ ବନ୍ଦରର!-->…
Read More...
Read More...
ଅଗ୍ନିକାଣ୍ଡରେ ୭୦ ହଜାର ଟଙ୍କାର ସଂପତ୍ତି ନଷ୍ଟ
ବୈପାରିଗୁଡା : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭୦ ହଜାର ଟଙ୍କାର ସଂପତ୍ତି ଜଳିପଡି ପାଉଁଶ ହୋଇଯାଇଛି। ଘଟଣା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ କୋଲାର!-->!-->!-->…
Read More...
Read More...