୨୦୨୫ ସୁଦ୍ଧା ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ ଭାରତର ପ୍ରଥମ ସ୍ୱ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍‌

ନୂଆଦିଲ୍ଲୀ, : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୋପାଳରେ ଆୟୋଜିତ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ…
Read More...

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର, : ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
Read More...

ଏଣିକି ଛୋଟ ପିଲାଙ୍କ ସାକ୍ଷୀ ଗ୍ରହଣଯୋଗ୍ୟ

ନୂଆଦିଲ୍ଲୀ,: ସାରା ବିଶ୍ୱରେ ଏପରି ଅନେକ ହତ୍ୟା ମାମଲା ଘଟିଛି ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଭାରତରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଏପରି ମାମଲା…
Read More...

ନୀତିଶ ସରକାରରେ ବଢ଼ିଲା ବିଜେପିର ଦବଦବା

ନୂଆଦିଲ୍ଲୀ, : ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ଅନେକ ରାଜ୍ୟ ଜିତିବା ପରେ, କେନ୍ଦ୍ରରେ କ୍ଷମତାରେ…
Read More...

ମହିଳା ପୋଲିସ ସହ ଖେଳ କରିଦେଲେ ଥାନା ବାବୁ

ଜଗତସିଂହପୁର ଜିଲ୍ଲା ସଦର ଥାନା ରେ ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଫସିଗଲେ କୁଜଙ୍ଗ ଥାନାଅଧିକାରୀ । ପ୍ରଥମେ ପ୍ରେମ ହେଲା ତାପରେ ବିବାହ ପ୍ରତିଶୃତି ଦେଇ ଶାରୀରିକ…
Read More...

କିଟ୍‌ରେ ଇଣ୍ଡିଆ ଟ୍ରେକ୍‌ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର,: ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ…
Read More...

ଆଦାନୀ ଫାଉଣ୍ଡେସନର ସହଯୋଗରେ ସଶକ୍ତ ହେଉଛନ୍ତି କ୍ଷୁଦ୍ରଚାଷୀ

ଧାମରା,: ଭଦ୍ରକ ଜିଲା ବାଂଶଡା ବ୍ଲକ କରଞ୍ଜମାଳ ଗ୍ରାମ ଅନ୍ତର୍ଗତ ଗୋବିନ୍ଦ ଫାର୍ମସ କ୍ଲବର ସଦସ୍ୟ ସହଦେବ ମଣ୍ଡଳ ଅନ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ…
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ôଥକ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ôଥକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି ।…
Read More...

ଆଇଓବି ବ୍ରହ୍ମପୁର ତରଫରୁ ମାତୃଭାଷା ଦିବସ ଉପଲକ୍ଷେ ସଂଗୋଷ୍ଠୀ ଆୟୋଜିତ

ବ୍ରହ୍ମପୁର,: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଏକ ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା ।…
Read More...