ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ
ଫ୍ରାନ୍ସ, : ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା…
Read More...
Read More...
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ…
Read More...
Read More...
ପୁଣି ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ
ପୁରୀ, : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦିତ ହେବ । ଏଥିପାଇଁ ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧୦ ଓ ୧୧ ତାରିଖ ଦୁଇ ଦିନ ପାଇଁ…
Read More...
Read More...
ଶ୍ରୀଲୀଲାଙ୍କ ସହିତ ଡେଟିଂକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ
ମୁମ୍ବାଇ, : ଖୁବଶୀଘ୍ର ନିଦେ୍ର୍ଦଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ । କାର୍ତ୍ତିକ ଆଗାମୀ ଦିନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ…
Read More...
Read More...
·ମ୍ପିଅନ୍ସ ଟ୍ରଫି ୨୦୨୫ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ ଶ୍ରେୟସ ଆୟର
ନୂଆଦିଲ୍ଲୀ,: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ୨୦୨୫ ·ମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଥମ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ । ନିକଟରେ ଏକ…
Read More...
Read More...
ଇତିହାସ ରଚିଲା ଆରସିବି: ମୁମ୍ବାଇ ୧୨ ରନ୍ରେ ହାରିଲା
ମୁମ୍ବାଇ, : ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉକ୍ରଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନରେ ପରାସ୍ତ କରିଛି ରୟାଲ ·ଲେଞ୍ଜର୍ସ…
Read More...
Read More...
ଓଡିଶା ବିଦୁ୍ୟତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ
ଭୁବନେଶ୍ୱର,: ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓ.ଇ.ଆର.ସି)ର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ।…
Read More...
Read More...
ଯାଜପୁର ଓ ପାରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପର ଏମଓୟୁରେ ଯୋଗ ଦେଲେ ଯାଜପୁର ସାଂସଦ
ଯାଜପୁର,: ଯାଜପୁର ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ଡଙ୍କାରୀ ତୈଳ ପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର ଏମଓୟୁ ଦିଲ୍ଲୀ ଠାରେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ…
Read More...
Read More...
ଜାମ୍ମୁ-କାଶ୍ମୀରରେ ବିକାଶ ପରିଯୋଜନା ଏବଂ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ୍ ଶାହ
ଶ୍ରୀନଗର,: କେନ୍ଦ୍ର ଗୃହମନ୍ତ୍ରୀ ଜାମ୍ମୁ-କାଶ୍ମୀରର ତିନିଦିନିଆ ଗସ୍ତର ଶେଷ ଦିନ ମଙ୍ଗଳବାର ଦିନ କେତେକ ବିକାଶ ପରିଯୋଜନା ଏବଂ ଉପସ୍ଥିତ ସୁରକ୍ଷା ସ୍ଥିତିର ସମୀକ୍ଷା…
Read More...
Read More...
କମ୍ ସୁଧ ହାରରେ ମିଳିବ ଋଣ, ଶସ୍ତା ହେବ ଇଏମ୍ଆଇ : ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ,: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ସପ୍ତାହରେ ହୋଇଥିବା ମୁଦ୍ରା ସମୀକ୍ଷା ବୈଠକରେ ପ୍ରମୁଖ ନୀତିଗତ ହାର ରେପୋକୁ ୦.୨୫ ପ୍ରତିଶତ ହ୍ରାସ କରିପାରେ ।…
Read More...
Read More...