ଆଗାମୀ ୬ ମାସ ମଧ୍ୟରେ ଭାରତରେ ୩ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡ଼ିବେ : ୟୁନିସେଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ବିଶ୍ୱର ପ୍ରାୟତଃ ସବୁ ଦେଶର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ସମୟରେ କୋଭିଡ୍‌-୧୯ ଚିକିତ୍ସା…
Read More...

ଲକ୍‌ଡାଉନ୍‌ରେ ଘରେ ବାସନ ସଫା କରିଥାନ୍ତି ସାହିଦ୍‌

ଗତକାଲି ସାହିଦ କପୁର ନିଜ ପ୍ରଶଂସକଙ୍କ ସହ ‘ଇଗ୍ଦଳ ଇଦ୍ଭଚ୍ଚଗ୍ଧଷସଦ୍ଭଶ ଝରଗ୍ଦଗ୍ଦସକ୍ଟଦ୍ଭ’ ରଖିଥିଲେ । ଏହି ସେସନ୍ସରେ ସାହିଦ ପ୍ରତ୍ୟେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର…
Read More...

ଜୈସ୍‌-ଏ-ମହମ୍ମଦର ୪ ଆତଙ୍କୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସ୍ଥାନୀୟ ପୋଲିସ ଓ ସେନା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଗିରଫ ସମସ୍ତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି ।…
Read More...

ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ସନ୍ନିଙ୍କୁ ସହାୟତା କରିଥିଲେ ମହେଶ ଭଟ୍ଟ

ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଆସି ହିନ୍ଦୀ ସିନେମାରେ ଜଣେ ଚର୍ଚ୍ଚିତ ଚେହେରା ହେବାପାଇଁ ଅଭିନେତ୍ରୀ ସନ୍ନି ଲିଓନଙ୍କ ପାଇଁ କିଛି କମ୍ ଚାଲେଞ୍ଜପୂର୍ଣ୍ଣ ନଥିଲା । ଅତୀତକୁ…
Read More...

ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟକଟକ : ଆଉ କିଛିଦିନ ପରେ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ ଏଥର…
Read More...

ଋଷରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ୧୧ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରଥମେ ଚୀନ୍‌, ପରେ ଆମେରିକା ଓ ଏବେ ଋଷରେ ତାଣ୍ଡବ ରଚୁଛି କରୋନା ମାରାତ୍ମକ ଭାଇରସ୍ । ଋଷ୍‌ରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ।…
Read More...

୭୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଏଥିରେ ପ୍ରତ୍ୟେକ ଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏମାନଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବେଶ୍…
Read More...

ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତର ସଂଘର ଚିଠି : ତିନିମାସ ହେଲା ଆମକୁ ଦରମା ମିଳିନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକ୍ତର ସଂଘ ନିଜ ଅସୁବିଧା ସମ୍ପର୍କରେ ଆଜି ଅବଗତ କରାଇଛନ୍ତି । ରାଜଧାନୀ ଦିଲ୍ଲୀରେ କରୋନା ବିରୋଧରେ ସିଧାସଳଖ…
Read More...