ମାସ୍କ ନ ପିନ୍ଧିବାରୁ ଗଣିଲେ ଜରିମାନା

ବୈାଦ୍ଧ: ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ଏହି ସମୟରେ ବୈାଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ ଡାଉନକୁ କୋହଳ କରାଯାଇଛି । ହେଲେ ମାସ୍କ
Read More...

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ଆନ୍ଦୋଳନ

ବୈାଦ୍ଧ: ବୈାଦ୍ଧଜିଲ୍ଲା ବହିରା କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଅସେ"ାଷ ଦେଖାଦେଇଛି । ଅବ୍ୟବସ୍ଥାକୁ ନେଇ ଆଜି ପ୍ରବାସୀମାନେ
Read More...

କଙ୍ଗନା ସେୟାର କଲେ ତାଙ୍କ ଅଫିସ୍ର ଇନ୍ସାଇଡ୍ ଡିଜାଇନ୍ ଫଟୋ

ଲକ୍ଡାଉନ୍ ଯୋଗୁଁ ପ୍ରାୟତଃ ଏବେ ବହୁ କାର୍ଯ୍ୟାଳୟ ବନ୍ଦ ରହିଛି । ଏଭଳି ସମୟରେ କଙ୍ଗନାଙ୍କ ଅଫିସ୍ର ସୁନ୍ଦର ଇନ୍ସାଇଡ୍ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଅଫିସ୍ର
Read More...

‘ନଟ୍ଖଟ୍’ରେ ବିଦ୍ୟାଙ୍କ ଦେଶୀ ଲୁକ୍

ବିଦ୍ୟା ବାଲାନ୍ ଆକ୍ଟିଂ ଫିଲ୍ମରେ ନିଜର ଜଲୱା ଜାରି ରଖିଥିବାବେଳେ ଏବେ ସେ ଅଭିନେତ୍ରୀରୁ ପ୍ରଯୋଜକ ହୋଇଛନ୍ତି । ବିଦ୍ୟା ନିଜର ପ୍ରଥମ ସର୍ଟଫିଲ୍ମ ‘ନଟଖଟ୍’ ଲୁକ୍ର
Read More...

ମୋତେ କରୋନା ହେବାର ଗୁଜବ ଖୁବ୍ କଷ୍ଟ ଦେଇଛି : ମନ୍ଦାନା

ନୂଆଦିଲ୍ଲୀ : ବିଗ୍ ବସ୍ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ମନ୍ଦାନା କରିମି ସଂକ୍ରମିତ ବୋଲି ଖବର ଆସିଥିଲା । କିନ୍ତୁ ଏହା ଉପରେ ଖୋଦ୍ ମନ୍ଦାନା ସଫେଇ ଦେଇଛନ୍ତି
Read More...

ଜଳୁଛି ଜଙ୍ଗଲ

ଡେରାଡୁନ: ଗତ ୪ ଦିନ ହେଲା ଉତ୍ତରାଖଣ୍ଡ ଜଙ୍ଗଲର ଭିନ୍ନ ଭିନ୍ନ ଅଞ୍ଚଳରେ ନିଆଁ ଲାଗିବା ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି । ଲୋକେ ଜଙ୍ଗଲ ଜଳୁଥିବାର ଫଟୋ ସୋସିଆଲ
Read More...

ଦୁଃଖ ଯେବେ ଆସେ…

ପାଟନା: ବିହାରର ମୁଜାଫରପୁର୍ ରେଲ୍ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁନିଆ କ'ଣ ଭଲ ଭାବରେ ଜାଣି ନ ଥିବା
Read More...

ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଜିନ୍ପିଙ୍ଗ୍

ବେଜିଂ: କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି । ଲଦାଖରେ ଏବେ ଭାରତ ସହିତ
Read More...

ପ୍ରବାସୀ ଶ୍ରମିକ ଚିନ୍ତା, ସୁପ୍ରିମ୍କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ·ଲିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି କି
Read More...

ଗର୍ଭବତୀଙ୍କୁ ଡାକ୍ତରଖାନାରୁ ବାହାର କଲେ

ପାରଳାଖେମୁଣ୍ଡି, ଡୁମାଣୀଖବର : ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ । କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଅ ।ମ୍ବୁଲାନ୍ସ ସମସ୍ୟା ଗର୍ଭବତୀଙ୍କ ପାଇଁ ଥିଲା ବାଧକ ।
Read More...