ବନ୍ଧୁକ ମୁୂନରେ ଆତଙ୍କିତ କରୁଥିବା ୨ ଯୁବକ ପୋଲିସ୍ ଦ୍ୱାରା ଗିରଫ
ଢେଙ୍କାନାଳ , ଡୁମାଣୀଖବର: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଏବେ ବନ୍ଧୁକ ମୁନରେ ଲୁଟ୍ ହେଉଥିବା ଘଟଣାର ଖବର ପ୍ରସାରିତ ହେଉଥିଲେ ମଧ୍ୟ ଅ୍ପରାଧୀମାନଙ୍କ!-->…
Read More...
Read More...
କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ “ସ୍ୱସ୍ଥ” ଆରମ୍ଭ
ଭୁବନେଶ୍ୱର, , ଡୁମାଣୀଖବର: ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛ"ି । ଏହା ଜରିଆରେ ଲୋକମାନେ!-->…
Read More...
Read More...
୨୫ରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର , ଡୁମାଣୀଖବର: ରାଜ୍ୟରେ ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବା, ଠିକ୍ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ!-->…
Read More...
Read More...
ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ
ପୁରୀ, ଡୁମାଣୀଖବର: ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି!-->…
Read More...
Read More...
ସୁପ୍ରିମକୋର୍ଟଙ୍କ ଅନୁମତି, କେବଳ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା
ନୂଆଦିଲ୍ଲୀ: ସବୁ ଆଶା ଓ ଆଶଙ୍କାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷରେ ସୁପ୍ରିମ୍କୋର୍ଟ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଦେଇଛନ୍ତି ଅନୁମତି । ପୁରୀରେ କଡ଼ା କଟକଣା!-->…
Read More...
Read More...
ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ଅମରୀଶ ପୁରୀ
୧୯୩୨ ମସିହା ଜୁନ୍ ୨୨ ତାରିଖରେ ଅଭିନେତା ଅମରୀଶ୍ ପୁରୀଙ୍କ ଜନ୍ମ ହୋଇଥିଲା । ତେବେ ଅମରୀଶ ପୁରୀ ଦୁନିଆକୁ ଦୀର୍ଘ ୧୫ ବର୍ଷ ହେବ ଅଲ୍ବିଦା କରିସାରିଛନ୍ତି । କିନ୍ତୁ!-->…
Read More...
Read More...
ରଥଯାତ୍ରା ହେବା ନେଇ ଆଶା ବଢ଼ିଲା, ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ
ନୂଆଦିଲ୍ଲୀ : ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ ପରେ ରଥଯାତ୍ରା ହେବା ନେଇ ଆଶା ବଢ଼ିଛି । ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚରେ ରଥଯାତ୍ରା!-->…
Read More...
Read More...
ନେପ୍ଟୋଜିମ୍ ବନ୍ଦ କେବେ?
ବିଗତ କିଛିଦିନ ମଧ୍ୟରେ ବଲିଉଡ୍ରେ ଜଣକ ପରେ ଜଣେ ଅଭିନେତା ଦୁନିଆକୁ ଅଲ୍ବିଦା କରିଛନ୍ତି । ତେବେ ଏ ସମସ୍ତଙ୍କ ମଧ୍ୟରୁ ବର୍ତ୍ତମାନ ଯିଏ ସବୁଠୁ ଅଧିକ ଚର୍ଚ୍ଚାରେ!-->…
Read More...
Read More...
କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ଆଠଗଡ, ‘ଡୁମାଣି ଖବର’ ୨୧।୦୬: ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର!-->…
Read More...
Read More...
ବିଶ୍ୱର ନେତାମାନେ କ’ଣ ଏତେ ଭୟାଳୁ : ରିଚା
କରୋନା ଭାଇରସ୍ ପୂରା ଦୁନିଆରେ ଏବେ ତା’ର ତାଣ୍ଡବଲୀଳା ରଚିଚାଲିଛି । ଚୀନ୍ର ଉହାନ୍ ସହରରୁ ବ୍ୟାପିଥିବା ଏହି ଭାଇରସ୍ ପୁରା ବିଶ୍ୱରେ ତା’ର କାୟା ବିସ୍ତାରି ଚାଲିଛି ।!-->…
Read More...
Read More...