ମାସ୍କ ସ୍କାମ୍ ପ୍ରସଙ୍ଗ, ସଜ ମାଛରେ ପୋକ ପକାଉଛି କଂଗ୍ରେସ

ଭୁବନେଶ୍ୱର, ଡୁମାଣୀଖବର : ମାସ୍କ କିଣାରେ ହେରଫେର ହୋଇଛି ବୋଲି କଂଗ୍ରେସ କରିଆସୁଥିବା ଅଭିଯୋଗ ଉପରେ ଆଜି ବିଜେଡି ଉତ୍ତର ରଖିଛି । କଂଗ୍ରେସ ଘୃଣ୍ୟ ରାଜନୀତି କରୁଛି ଓ
Read More...

ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଜଞଙ ଅଫିସ୍ ଯିବାକୁ ମନା, ଜାଣନ୍ତୁ କାରଣ

ଭୁବନେଶ୍ଷର, ଡୁମାଣୀଖବର : ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଆବେଦନକାରୀଙ୍କୁ ଜଞଙ କାର୍ୟ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ
Read More...

କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା
Read More...

ଆଖଁ ମାରେ’ ଗୀତରେ ସୁସ୍ମିତାଙ୍କ ଡ୍ୟାନ୍ସ ଧମାଲ

ସୁସ୍ମିତା ସେନ୍ ଖୁବ୍ଶୀଘ୍ର ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ହଟ୍ଷ୍ଟାରର ଅରିଜିନାଲ୍ ସିରିଜ୍ ‘ଆର୍ଯ୍ୟା’ରେ
Read More...

ହ୍ୟାପି ବାର୍ଥ ଡେ’ ‘ମେରି ଜାନ୍’

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସୋମବାର ନିଜ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନକୁ ଆଉ ଟିକିଏ ଖାସ୍ ଅନ୍ଦାଜରେ ପାଳନ କରିଥିବା ଜଣାଯାଇଛି । ଏକ
Read More...

୧୦ହଜାର ଓଧଙ୍କୁ ହତ୍ୟା କରିବାକୁ ନିର୍ଦେଶ

ନେଦରଲାଣ୍ଡ: ପ୍ରଥମେ ବାଦୁଡ଼ିରୁ କରୋନା ଉତ୍ପତ୍ତି ହେଉଥିବା କିଛି ଦାବି କରୁଥିବାବେଳେ ଏହାକୁ ନେଇ ଏ ପର୍ଯ୍ୟନ୍ତ ସଠିକ୍ ପ୍ରମାଣ ମିଳିନାହିଁ । ତେବେ ନେଦରଲାଣ୍ଡରେ
Read More...

ଲଦାଖ ସୀମାରେ ଚୀନ୍ର ମାଳ ମାଳ ହେଲିକପ୍ଟର, ଉତ୍ତେଜନା ବୃଦ୍ଧି ଲକ୍ଷ୍ୟରେ ଚୀନ୍!

ଲଦାଖ : ଭାରତ ଓ ଚୀନ୍ ମଧ୍ୟରେ ଏବେବି ସୀମା ଲଢ଼େଇ ଜାରି ରହିଛି । ଲଦାଖ ଅଞ୍ଚଳରେ ଦୁଇ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ
Read More...

ନିରାପତ୍ତା ନେଇ ସିଡିଏସ୍ଙ୍କ ସହ ରାଜନାଥଙ୍କ ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ବିବାଦ ·ଲିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍
Read More...

ସତ ଓଗାଳିଲା ପାକିସ୍ତାନ, କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଇଲା

ନୂଆଦିଲ୍ଲୀ : ସର୍ବଦା ମିଛ କହି ଶେଷରେ ଧରାପଡ଼ୁଥିବା ପାକିସ୍ତାନ ଏଥର କିନ୍ତୁ ପ୍ରକୃତ ସତ୍ୟ ଓଗାଳିଛି । ପିଟିଭି ପାକିସ୍ତାନ ଜନସଂଖ୍ୟା ଦର୍ଶାଇବାବେଳେ ଟିଭିରେ
Read More...