୨୩ ଜିଲ୍ଲାରୁ ୫୪୩ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୮୯ ଜଣ!-->!-->!-->…
Read More...
Read More...
ଦିଗଭ୍ରଷ୍ଟ ନାଉରୀ
ଭାରତବର୍ଷରେ ଦୀର୍ଘଦିନ କ୍ଷମତାକେନ୍ଦ୍ରରେ ରହିଥିବା ଦଳ କଂଗ୍ରେସ ଏବେ ଦୋଦୁଲ୍ୟମାନ ସ୍ଥିତିରେ । ନିଜର ସ୍ଥିତି ଖୋଜିହେଉଛି, କିନ୍ତୁ କୂଳ କିନାରା ପାଉନଥିବା ପରି!-->…
Read More...
Read More...
ହସ୍ପିଟାଲ୍ରେ ଆଖି ବୁଜିଲେ ସିପାହୀ
ଭୁବନେଶ୍ୱର: କରୋନାରେ ଭୁବନେଶ୍ୱର ସପ୍ତମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ହୋଇଛି। ସିପାହୀ ଜଣକ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଭିଡ୍!-->!-->!-->…
Read More...
Read More...
ଓଡ଼ିଶାରେ ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ!-->!-->!-->…
Read More...
Read More...
ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ : ୱେଣ୍ଡି ବାର୍କଲେ
ଲଣ୍ଡନ : ବ୍ରିଟେନର ଇମ୍ପେରିୟଲ କଲେଜ ଲଣ୍ଡନର ପ୍ରଫେସର ୱେଣ୍ଡି ବାର୍କଲେଙ୍କ କହିବାନୁସାରେ ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ!-->…
Read More...
Read More...
ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସମୀର!-->!-->!-->!-->!-->…
Read More...
Read More...
ନୂଆ ପ୍ରଜାତିର ବେଙ୍ଗକୁ ଦେଖି ଲୋକେ ଭୟଭୀତ
ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରେ ଦୁର୍ଲ୍ଲଭ ପ୍ରଜାତିର ଶହ ଶହ ବେଙ୍ଗ ଦେଖିବାକୁ!-->…
Read More...
Read More...
କରୋନା ଆଉ ୬ ମୃତ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମରୁ ୪,!-->…
Read More...
Read More...
ବିଶ୍ୱର ପ୍ରଥମ କରୋନା ଟିକା ସଫଳ
ନୂଆଦିଲ୍ଲୀ, ୧୩ା୭: ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି । ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର!-->…
Read More...
Read More...
ସିନେ ଜଗତକୁ ଶନିଦଶା !
ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କରୋନା କାରଣରୁ ସାଢ଼େ ୫ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ!-->…
Read More...
Read More...