ଜଣଙ୍କଠୁ ୬ ଜଣଙ୍କୁ କରୋନା ଡେଇଁବା ପରେ ଗାଁ ସଟ୍ ଡାଉନ୍

ଭୁବନେଶ୍ବର ୨୩।୭: ଜଣଙ୍କଠୁ ୬ ଜଣଙ୍କୁ ଡେଇଁଲା କରୋନା । ଏଭଳି ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋ ଗାଁରେ ଦେଥିବାକୁ ମିଳିଛି । ଗାଁରେ ସଂକ୍ରମିତ
Read More...

କୋରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୯ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ, 23 ଜୁଲାଇ :  ମହାମାରୀ କରୋନା କାରଣରୁ ସମଗ୍ର ବିଶ୍ୱରେ ଏକ କୋଟି ୫୩ ଲକ୍ଷ ୬୪ ହଜାର ୨୫୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ଗୁରୁବାର ସକାଳ ସାଢ଼େ ୬ଟା
Read More...

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରୋ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

କଟକରେ ୨୪ ଘଣ୍ଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ

ଭୁବନେଶ୍ୱର : କଟକରେ  ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୧୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି  ଏହି ସମୟ ମଧ୍ୟରେ
Read More...

ଟ୍ରିପଲ୍ ମର୍ଡର : ପରିବାରର ୩ ଜଣଙ୍କୁ ହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗାଁର ବୁଲୁ
Read More...

୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ପ୍ରଥମ ବ୍ୟବହାର ଅ ।ଶା କରାଯାଇପାରିବ ନାହିଁ: “ହୁ’

ନୂଅ ।ଦିଲ୍ଲୀ: କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି । ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା
Read More...

ବିନିକାରେ ଟ୍ରିପଲ୍ ମର୍ଡର : ଧାରୁଅ । ଅସ୍ତ୍ରରେ ଗଳାକାଟି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗାଁର ବୁଲୁ ଭୋଇ
Read More...

ଅ ।ଫଗାନିସ୍ତାନର ହେରାଟରେ ଏୟାର ଷ୍ଟ୍ରାଇକ: ସାଧାରଣ ନାଗରିକ ଏବଂ ତାଲିବାନ ସଦସ୍ୟଙ୍କ ସମେତ ୪୫ଜଣଙ୍କର ମୃତ୍ୟୁ

ନୂଅ ।ଦିଲ୍ଲୀ: ପୂର୍ବ ଅ ।ଫଗାନିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସାଧାରଣ ନାଗରିକ ଏବଂ ତାଲିବାନ ସଦସ୍ୟଙ୍କ ସମେତ ୪୫ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ
Read More...

ପୁଣି ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଲା

ଭୁବନେଶ୍ୱର: ଅ ।ଜି ରାଜ୍ୟରେ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ
Read More...