ଏମ୍ଜି ମୋଟର ପକ୍ଷରୁ ଏସ୍ୟୁଭି ‘ହେକ୍ଟର ପ୍ଲସ୍’ର ବଜାର ପ୍ରବେଶ

ଭୁବନେଶ୍ୱର, ୨୯ ଜୁଲାଇ, ୨୦୨୦: ଏମ୍ଜି(ମୋରିସ୍ ଗ୍ୟାରେଜ୍)ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଭାରତର ପ୍ରଥମ ଇଂଟରନେଟ୍ ୬-ସିଟର ଏସ୍ୟୁଭି କାର୍ ହେକ୍ଟର ପ୍ଲସ୍ର
Read More...

ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ ପୁରୀ :  ପବିତ୍ର ଶ୍ରାବଣ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି
Read More...

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ AK-47ରେ ଉଡେଇଦେବାକୁ ଧମକ

ମାମଲା ରୁଜ୍ଜୁ ପାଟଣା ୨୯/୦୭ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଜୀବନରେ ମାରିଦେବାକୁ ଧମକ ଆସିଛି | ବିହାର ଶେଖପୁରାରୁ ତାଙ୍କୁ ଏହି ଧମକ ମିଳିଛି |
Read More...

ପୁଣି ୧୦୬୮ ପଜିଟିଭ, ୪୦୬ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି ୧୦୬୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୬୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଠାବ ହୋଇଥିବାବେଳେ ୪୦୬ ଜଣ ସ୍ଥାନୀୟ
Read More...

“ଆଟ୍ ହୋମ୍’ କାର୍ଯ୍ୟକ୍ରମ ବାତିଲ କଲେ ରାଜସ୍ଥାନ ରାଜ୍ୟପାଳ

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନେତିକ ବିବାଦ ·ଲିଥିବା ମଧ୍ୟରେ କୋଭିଡ୍-୧୯ ମହାମାରୀ ପରିସ୍ଥିତି ଯୋଗୁଁ ରାଜ୍ୟପାଳ କଲରାଜ ମିଶ୍ର ସ୍ୱାଧୀନତା ଦିବସରେ ଆୟୋଜନ ହେଉଥିବା
Read More...

ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ପୁଲିସ କମିସନଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର କମିସନ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ·ରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ
Read More...

ମୃତ୍ୟୁକୁ ନେଇ ଏତେ ଡର କାହିଁକି?

ମୃତ୍ୟୁର ଡର । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘାରିଛି ଆମକୁ ମୃତ୍ୟୁର ଡର । କେତେ ଲୋକ କେଉଁଠାରେ ମରିଗଲେ! ଭାରତରେ କେତେ ମଲେ, ଆମେରିକାରେ କେତେ ମଲେ, ୟୁରୋପ୍ରେ କେତେ
Read More...