ଚୀନ୍ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଚାର୍ଲି ପେଙ୍ଗ୍ ଗିରଫ
ହାୱାଲା କାରବାର ଏବଂ ମନି ଲଣ୍ଡ୍ରିଂ ଅପରାଧିକ ମାମଲାରେ ଲିପ୍ତ ଥିଲାମଣିପୁର ଝିଅକୁ ବିବାହ କରି ଭାରତୀୟ ପାସ୍ପୋର୍ଟ ହାତେଇଥିଲାନୂଆଦିଲ୍ଲୀ: ଅର୍ଥ ହେରଫେର ତଥା ହାୱାଲା!-->…
Read More...
Read More...
ଚିଙ୍ଗୁଡ଼ି ଫ୍ୟାକ୍ଟିରିକୁ ଚାଲାଣ ହେଉଥିବା 5 ଜଣ ଝିଅ ଉଦ୍ଧାର
ରାୟଗଡ଼ା : ଓଡିଶା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲକ୍ଷ ଲକ୍ଷ ଲୋକ ଵିଭିନ୍ନ କମ୍ପାନୀ ଆଦି ରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସରକାର ଙ୍କ!-->…
Read More...
Read More...
୨୧୪୫ ବର୍ଷ ପୁରୁଣା କଦଳୀ ଚାଷର ସନ୍ଧାନ ମିଳିଲା
ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି ଯେ ସେମାନେ ଏକଦା ଅଷ୍ଟ୍ରେଲିଆର ଆଦିବାସୀମାନଙ୍କ ଦ୍ୱାରା ପରି·ଳିତ ପ୍ରାଚୀନ କଦଳୀ ·ଷ ପାଇଛନ୍ତି । ୨,୧୪୫ ବର୍ଷ ପୁରୁଣା ଏହି!-->…
Read More...
Read More...
ମିଳିବନି ପେଟ୍ରୋଲ, ଡିଜେଲ!
ମିଜୋରାମ୍ : କରୋନା ପାଇଁ ପେଟ୍ରୋଲ ଓ ଡିଜେଲ୍ ଉପରେ ଏବେ ଲାଗିଛି ଅଙ୍କୁଶ । ଗାଡ଼ି ଚାଳକମାନେ ଆଉ ମନଇଚ୍ଛା ଗାଡ଼ିରେ ତେଲ ଭରିପାରିବେନି । ବାଇକ୍ ଚାଳକ ସର୍ବାଧିକ ୫ଲିଟର!-->…
Read More...
Read More...
କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ସେହି ଅନୁଯାୟୀ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜହାର ୬୭୨!-->…
Read More...
Read More...
ଋଷଠୁ କରୋନା ଟିକା ଅର୍ଡର କରିବାକୁ ୨୦ଟି ଦେଶ ଇଚ୍ଛୁକ
ନୂଆଦିଲ୍ଲୀ : ରୁଷ ପକ୍ଷରୁ ପ୍ରଥମ କରୋନା ଭାକସିନ ପଞ୍ଜୀକୃତ କରାଯିବାର ଘୋଷଣା ପରେ ପ୍ରାୟ ୨୦ଟି ଦେଶ ଏହି ଭାକସିନ୍ ଅର୍ଡର କରିବାକୁ ମନ ବଳାଇଛନ୍ତି । ଭାରତ!-->!-->!-->!-->!-->…
Read More...
Read More...
ଆପଣଙ୍କ ସ୍ମାର୍ଟଫୋନ୍ ଦେବ ଭୂକମ୍ପର ସୂଚନା
ନୂଆଦିଲ୍ଲୀ: ଗୁଗୁଲ ଘୋଷଣା କରିଛି ଯେ ଏହା ଏକ ଆଣ୍ଡ୍ରଏଡ୍ ଆଧାରିତ ଭୂକମ୍ପ ଚିହ୍ନଟ ବିଶିଷ୍ଟ ଫିଚର୍ ବିକଶିତ କରିଛି ଯାହା ଭୂକମ୍ପ ପୂର୍ବରୁ ସ୍ମାର୍ଟଫୋନ୍!-->…
Read More...
Read More...
ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ବତନ୍ତ୍ର ସଚିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା!-->!-->!-->…
Read More...
Read More...
କରୋନା ନେଇ ୪ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ
ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ!-->!-->!-->…
Read More...
Read More...
ଅଗଷ୍ଟ ୧୩ ରେ ‘ସ୍ୱଚ୍ଛ କର’ ପାଇଁ ପ୍ଲାଟଫର୍ମ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (ଅଗଷ୍ଟ ୧୩,୨୦୨୦) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱଚ୍ଛ କର - ସଚ୍ଚୋଟ ମାନଙ୍କୁ ସମ୍ମାନ ପାଇଁ ପ୍ଲାଟଫର୍ମ!-->…
Read More...
Read More...