ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର୨୮/୮: ଆଇନ୍‌ ସହାୟତା ନାଁରେ ଜଣେ ବ୍ୟକ୍ତି ଅସହାୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଗୁରୁବାର ଦିନ ମହିଳା ଥାନା
Read More...

ପତଞ୍ଜଳିକୁ “କରୋନିଲ୍’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ପିଟିସନ୍କୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୭ ।୮ : ପତଞ୍ଜଳିକୁ "କରୋନିଲ୍' ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ଏକ ପିଟିସନ୍କୁ ଗୁରୁବାର ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଚେନ୍ନାଇର
Read More...

ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କରୋନା ସଂକ୍ରମିତ

ଲକ୍ଷେ୍ନø, ୨୭ ।୮ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଏତେ ମାତ୍ରାରେ ବ୍ୟାପି ଯାଇଛି ଯେ ନେତା-ରାଜନେତା ମଧ୍ୟ ଏଥିରେ ବାଦ ପଡ଼ି ନାହାନ୍ତି । ପ୍ରତି ଦିନ କୌଣସି ନା
Read More...

ତାଜିଆ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ : ମହରମ୍ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି । ଯଦି ଶୋଭାଯାତ୍ରା ଲାଗି
Read More...

ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ଗମ୍ଭୀର : ଏସ ଜୟଶଙ୍କର

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦକୁ ସବୁ ପରିସ୍ଥିତିରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହେଉଛି । କିନ୍ତୁ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି
Read More...

ନୀତିଶଙ୍କୁ ଭେଟିଲେ ଜିତନ୍

୩୦ରେ ଏନଡିଏରେ ବିଲୟ ହେବ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସମୀକରଣ କରାଯାଉଛି । ଗ୍ରାଣ୍ଡ ଆଲାଇନ୍ସରୁ ବିଦାୟ
Read More...

ମୁଖତାର ଅନସାରୀ ପୁଅଙ୍କ କୋଠା ଭାଙ୍ଗିଲା ଲକ୍ଷେ୍ନø ପ୍ରଶାସନ

ଲକ୍ଷେ୍ନø : ଗୁରୁବାର ସକାଳେ ମାଫିଆ ଡନ୍ ମୁଖତାର୍ ଅନସାରୀଙ୍କ ପୁଅ ଓମାର ଏବଂ ଅବାସଙ୍କ କୋଠାକୁ ଲକ୍ଷେ୍ନø ପ୍ରଶାସନ ଏବଂ ଲକ୍ଷେ୍ନø ବିକାଶ ପ୍ରାଧିକରଣ ଦ୍ୱାରା
Read More...

ତିବ୍ଦତର ଜିଆଣ୍ଟସେରେ ଏକ ବଡ଼ ସେନାକ୍ୟାମ୍ପ ନିର୍ମାଣ କରୁଛି ଚୀନ୍

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଏବଂ ଡେପସାଙ୍ଗ ଅଞ୍ଚଳରେ ସେନ୍ୟ ପ୍ରତ୍ୟାହାରକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂ ଆଲୋଚନା ଜାରି ରଖିଥିବା ବେଳେ ଚୀନ୍ ଲାଇନ୍ ଅଫ୍
Read More...

ରିୟାଙ୍କ ଘରେ ମୁମ୍ବାଇ ପୋଲିସର ପହରା

ମୁମ୍ବାଇ : ଗୁରୁବାର ଥିଲା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ସପ୍ତମ ଦିନ । ଏହି ହାଇ ପ୍ରୋଫାଇଲ୍ କେସ୍ରେ ପ୍ରତିଦିନ ବଡ ଖୁଲାସା କରାଯାଉଛି । ମାମଲାର
Read More...