ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳୀରେ ଖାଦ୍ୟ ବଣ୍ଟନ

0 219

ସାଲେପୁର : ସୁଦ୍ଧଖଣ୍ଡ ପଂଚାୟତ ସ୍ଥିତ ସୁରେନ୍ଦ୍ର ବିଦ୍ୟାପୀଠ ତୋଟାପଡା ଠାରେ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକ ମାନଙ୍କୁ ସିଦ୍ଧେସ୍ୱର ଫାଉଣ୍ଡେସନ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିସହ ଗୋମାତା ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଅନନ୍ତ କର, ଶରତ ନାୟକ, ସୁବଳ ରାଉତରାୟ, ଗୌରବ ସାମଲ, କାର୍ତିକ ଚନ୍ଦ୍ର ଦାସ, ମିହିର କାନ୍ତ ଚଇନି, ଚୌ. ପ୍ରମୋଦ ରାଉତରାୟ, ବିକାଶ ରଞ୍ଜନ ବରାଳ, ପ୍ରତି ଶ୍ରୁତି ବରାଳ, ଚନ୍ଦନ ଦାସ ହରିହର ସ୍ୱାଇଁ ଓ ଅନୁଷ୍ଠାନର କର୍ମକର୍ତା ମନେ ସହାୟତା କରିଥିଲେ ।

Leave A Reply

Your email address will not be published.