ଆସନ୍ତା ଦୁଇ ଦିନ ହାଇକୋର୍ଟ ବନ୍ଦ

0 259

କଟକ ୨୦।୦୯: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ନିଜର କାୟା ବିସ୍ତାର କରିବାରେ ଲାଗିଛି। କରୋନାରୁ କୌଣସି କ୍ଷେତ୍ର ବାଦ୍‌ ପଡିନାହିଁ। ହାଇକୋର୍ଟରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ ଦୁଇ ଦିନ ପାଇଁ ହାଇକୋର୍ଟ  ବନ୍ଦ ରହିବ। କେତେକ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଛୁଟି ଦିନରେ ହାଇକୋର୍ଟ ପରିସରକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। । ଆସନ୍ତା ଦୁଇ ଦିନ ଯାଏ ହାଇକୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ।

Leave A Reply

Your email address will not be published.