Browsing Category
Uncategorized
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ୨ଲକ୍ଷ କୋଟି ଟପିପାରେ ବଜେଟ୍ ଆକାର
ଭୁବନେଶ୍ୱର, ୦୧ା୭ (ଡିକେ ନ୍ୟୁଜ୍): ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନ ଆସିବ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ପଞ୍ଚାୟତ ଓ…
Read More...
Read More...
ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ||
ବାଲିଆପାଳ ବ୍ଲକ ଛଡା ଗ୍ରାମରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି।ଛଡା ଗ୍ରାମର ଶ୍ରୀ ଜଗନ୍ନାଥ ୟଥ୍ କ୍ଲବ୍ ଆନୁକୁଲ୍ୟରେ ତେନ୍ତୁଳିଆ ପଦାରେ ଆଜି…
Read More...
Read More...
ବିବାଦ ପାଇଁ ବିଦା ହେଲେ ଏହି ୩ ଚର୍ଚ୍ଚିତ ମନ୍ତ୍ରୀ ! କଳଙ୍କିତ ଙ୍କୁ ନବୀନ ଙ୍କ ଛାଟ ||
ପ୍ରତାପ ଜେନା ,ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବା କୁ ନେଇ ଚର୍ଚ୍ଚା ଜୋର ଧରିଛି |ଚର୍ଚ୍ଚା ହେଉଛି ଯେ ଏହି ୩ ଜଣଙ୍କ ଯୋଗୁ ଦଳର ଭାବ…
Read More...
Read More...
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଅସୁସ୍ଥ ||
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ | ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି | ଗୁରୁତର କିଡ଼ନୀନି ରୋଗରେ ପୀଡିତ…
Read More...
Read More...
ନୂଆ ମନ୍ତ୍ରୀ ମାନଙ୍କ ଶପଥପାଠ ଗ୍ରହଣ କରୁଥିବା ସମୟର ଦୃଶ୍ୟ ||
ନୂଆ ମନ୍ତ୍ରୀ ମାନଙ୍କ ଶପଥପାଠ ଗ୍ରହଣ କରୁଥିବା ସମୟର ଦୃଶ୍ୟ ||ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ହୋଇଥିଲା ଶପଥ ପାଠ…
Read More...
Read More...
ସ୍କୁଲସ୍ତରରୁ ବାହାରିବେ ଅଲମ୍ପକ୍ଟ ଖେଳାଳି
ରାଜ୍ୟ ସରକାର ଆଜି ଏକ ଅଭିନବପଦକ୍ଷେପ ନେଇଛନ୍ତି । ପାଠଶାଳାରୁଆରମ୍ଭ ହେବ ଅଲକ୍ଟମ୍ପକ୍ଟକର ପ୍ରସ୍ତୁତି ।ଆମେରିକା, ଚୀନ୍ ଓ ଜାପାନ ଢାଞ୍ଚାରେରାଜ୍ୟରେ ଅଲକ୍ଟମ୍ପକ୍ଟକର…
Read More...
Read More...
ପୁଣି କୋଭିଡ୍ ସଂକ୍ରମଣ ବ୍ୟାପିବାରୁ ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ ନିଷେଧାଦେଶ ଜାରି କଲା ସାଉଦୀ ଆରବ
ଜେଦ୍ଦା: ଗତ ଅଳ୍ପ କେତେ ସପ୍ତାହ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ…
Read More...
Read More...
ରାଜ୍ୟରେ ୨୪ ଘଣ୍ଟାରେ ୪୩ କରୋନା ପଜିଟିଭ୍
ଭୁବନେଶ୍ୱର ୨୮।୦୩ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୫୧୨ ଜଣକୁ!-->…
Read More...
Read More...
ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ୨୬ ଦିନ ବିତିଲା
ଟେକ୍ନିକାଲ ଓ ଫରେନ୍ସିକ ଲ୍ୟାବ ରିପୋର୍ଟକୁ ନେଇ ପୋଲିସର ତନାଘନା
ପାରଳାଖେମୁଣ୍ଡି, ୭ା୮ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ!-->!-->!-->…
Read More...
Read More...
ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍ଡାଉନ୍
ଭୁବନେଶ୍ୱର ୩୦।୬: ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି ରହିବ । ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି ରହିବ । ମାନିବାକୁ ପଡିବ କରୋନା!-->…
Read More...
Read More...