Browsing Category

Uncategorized

ଚଳିତ ଶିକ୍ଷାବର୍ଷରୁ ପିଲା ନିଜେ ପଢିବେ ୨୫% ପାଠ : ସିଲାବସ୍‌ରେ ଚେକ୍ ଦେଲା କରୋନା

ଭୁବନେଶ୍ବର, ଡୁମାଣୀଖବର : ଚଳିତ ଶିକ୍ଷାବର୍ଷରୁ ପାଠ୍ୟସୂଚୀ ବା ସିଲାବସ୍‌ର ୨୫% ସ୍ୱ-ଅଧ୍ୟୟନ ବା ଗାଇଡେଡ୍‌ ସେଲ୍ଫ୍‌ ଷ୍ଟଡି କରିବେ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ
Read More...

ସ୍ୱେରେଜ ବ୍ୟବସ୍ଥା ନେଇ ସମୀକ୍ଷା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ରାଉରକେଲା ସ୍ୱେରେଜ କାର୍ଯ୍ୟ

ଭୁବନେଶ୍ୱର ଡୁମାଣୀଖବର : ରାଜ୍ୟର ବିଭିନ୍ନ ସହରା ଳମାନଙ୍କରେ ସ୍ୱେରେଜ ବ୍ୟବସ୍ଥା ସମ୍ପର୍କରେ ପାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ
Read More...

ଚଳିତ ବର୍ଷ ରଥଯାତ୍ରା ବନ୍ଦ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ ୧୮।୦୬ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା, ତାକୁ ଆଜି ଦୂର କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ
Read More...

ମାଲକାନଗିରିରେ ପୁଣି ୨୧ କୋରନା ଆକ୍ରାନ୍ତ ଚିନ୍ହଟ

ମାଲକାନଗିରି, ଡୁମାଣୀଖବର: କିଛି ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା କୁ ପୁଣିଥରେ ଛୁଇଁଲା କରୋନା। ରାଜ୍ୟ ସରକାର ଙ୍କ ଟ୍ୱିଟ ଅନୁଯାୟୀ ଆଜି ରାଜ୍ୟ ରେ ମୋଟ ୧୦୮
Read More...

ଖୋର୍ଦ୍ଧାରେ ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍‌ ୩୦ ଯାଏଁ ଲାଗୁ

ଖୋର୍ଦ୍ଧା, ଡୁମାଣୀଖବର ୧୬।୦୬ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Read More...

ପ୍ରଥମ ଥର ଲାଗି ଭିନ୍ନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ଭୁବନେଶ୍ୱର : ଓଲିଉଡର ଜଣାଶୁଣା ନାୟିକା ଶ୍ରଦ୍ଧାଙ୍କୁ ଦର୍ଶକ ଗତ ବର୍ଷ ରିଲିଜ୍ ହୋଇଥିବା "ଫ୍ରମ୍ ମି ଟୁ ୟୁ'ରେ ଦେଖିବାକୁ ପାଇଥିଲେ । ଏହା ଥିଲା ଶ୍ରଦ୍ଧାଙ୍କର
Read More...

ବର୍ଷ ଶେଷ ସୁଦ୍ଧା ଚୀନ ସୀମାରେ ସଡ଼କ ନିର୍ମାଣ କାମ ଶେଷ କରିବ ଭାରତ

ନୂଆଦିଲ୍ଲୀ, ୧୫.୦୬ : ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର
Read More...

ପାକିସ୍ତାନରେ ଭାରତୀୟ ଦୂତାବାସର ୨ କର୍ମ·ରୀ ନିଖୋଜ

ନୂଆଦିଲ୍ଲୀ, ୧୫.୦୬ : ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମ·ରୀ ନିଖୋଜ ହୋଇଯାଇଛନ୍ତି । ସିଆଇଏସଏଫ ୨ କର୍ମ·ରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି ।
Read More...