Browsing Category

National

ଜାତୀୟ କ୍ରୀଡ଼ା ମହାକୁମ୍ଭ ଗୋଆରେ ଅନୁଷ୍ଠିତ

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ଗୁରୁବାରଠାରୁ ଆରମ୍ଭହେଉଛି ୩୭ତମ ଜାତୀୟ କ୍ରୀଡ଼ା ।ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭଗୋଆରେ ଅନୁଷ୍ଠିତ ହେଉଛି ।ଜାତୀୟ କ୍ରୀଡାକୁ ଦେଶର…
Read More...

ଟିମ୍ ଇଣ୍ଡିଆ ପାଇଁ ବଢିଲା ଚିନ୍ତା

ନୂଆଦିଲ୍ଲୀ, ୨୬ା୧୦: ଅକ୍ଟୋବର ୨୯ରେ ଇଂଲଣ୍ଡଏବଂ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ ବାଦ୍ପଡ଼ିପାରନ୍ତି ହାର୍ଦ୍ଦିକ…
Read More...

ଭିସା କୋହଳ ନେଇ ଭାରତର ନିଷ୍ପତ୍ତିକୁ କାନାଡ଼ାର ସ୍ୱାଗତ

ନୂଆଦିଲ୍ଲୀ: ବୁଧବାର ଭାରତକାନାଡ଼ା ନାଗରିକଙ୍କ ପାଇଁ ଭିସାନୀତିରେ କୋହଳ କରିବା ପରେଖୁସି ହୋଇଛି କାନାଡ଼ା । ଭାରତରଏହି ନିଷ୍ପତ୍ତିକୁ କାନାଡ଼ା ପକ୍ଷରୁସ୍ୱାଗତ କରାଯାଇଛି ।…
Read More...

ସେପଟେ ବୋମା ମାଡରେ ଶେଷ ହାେଇଗଲା ପୂରା ପରିବାର ଅଲ ଜଜିରା ସାମ୍ବାଦିକ ଯୁଦ୍ଧ ଘଟଣାର ଲାଇଭ କରୁଥିଲେ

ଆସିଲା ଦୁଃଖଦ ଖବର ଗାଜାରୁ । ଅଲ ଜଜିରାର ରିପୋର୍ଟର ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ…
Read More...

ଖାର୍ଗେଙ୍କ ଦାବି: ୫ ରାଜ୍ୟରେ କଂଗ୍ରେସ ସରକାର ଗଢିବ

ନାବେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…
Read More...

ବାଜୁଛି ଆଲାର୍ମ..ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ

ଡୁମାଣି ଖବର:- ଭୟ ଭୀତ ହୁଅନ୍ତୁ ନାହିଁ !ଡରିବାର ନାହିଁ, ଆପଣଙ୍କ ଫୋନ୍ ଠିକ୍ ଅଛି ସ୍ୱାଭାବିକ ଭାବେ ମଧ୍ୟ କାମ କରୁଛି । କୌଣସି ପ୍ରକାର ଟେକ୍ନିକାଲ୍ ସମସ୍ୟା ନୁହେଁ…
Read More...

ସହିଦ ପୋଲିସଙ୍କ ନିକଟରେ ରାଜ୍ୟବାସୀ ଋଣୀ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରସପ୍ତମ ବାଟାଲିୟନ ପଡିଆରେ ୬୪ ତମପୋଲିସ ସହିଦ ଦିନସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପୋଲିସ କମିଶନରସୌମେନ୍ଦ୍ର…
Read More...

ଭାରତକୁ ସତର୍କ କଲା ଆମେରିକା ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ

ନୂଆଦିଲ୍ଲୀ,୨୧ା୧୦(ଡିକେ ନୁ୍ୟଜ):ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷାବିଭାଗ ପେଣ୍ଟାଗନର ଏକ ରିପୋର୍ଟ । ଏହିରିପୋର୍ଟରେ କୁହାଯାଇଛି ଯେ ସୀମାରେ ପୁଣି ଚୀନ୍ ସେନାର…
Read More...

ଗଗନଯାନ ପରୀକ୍ଷଣ ସଫଳ

ଶ୍ରୀହରିକୋଟା,୨୧ା୧୦: ଭାରତୀୟମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ ମିଶନ ଯାନର ସଫଳ ପରୀକ୍ଷଣ କରିଛି…
Read More...

ଓଡ଼ିଶା ଦଳକୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା

ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଆସନ୍ତା ୨୬ ତାରିଖରୁ ଗୋଆରେଆୟୋଜିତ ହେଉଛି ଜାତୀୟ ଖେଳର ୩୭ତମ ସଂସ୍କରଣ । ଏହା ପୂର୍ବରୁ ରାଜ୍ୟ କ୍ରୀଡାଏବଂ ଯୁବ ସେବା ବିଭାଗ…
Read More...