Browsing Category

National

ଧନତେରାସ ଓ ଦୀପାବଳି ପୂର୍ବରୁ ସୁନା ଓ ରୁପା ଦର ହ୍ରାସ!

ନୂଆଦିଲ୍ଲୀ: ଧନତେରାସକୁ ଆଉ ଦୁଇଦିନ ବାକି ଅଛି । କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି । ଯଦି ଆଜି ସୁନା ଗହଣା…
Read More...

ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ: ସୀମା ଜଗିବ ମହୁମାଛ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ…
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି: ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି

ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ…
Read More...

୭ରୁ ଶସ୍ତାରେ ଅଟା ବିକିବେ ସରକାର!

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ ସରକାର…
Read More...

ଦିଲ୍ଲୀ ପବନରେ ବିଷ ୧୦ ଯାଏ ପ୍ରାଥମିକ ସ୍କୁଲ ବନ୍ଦ

ବିଷ ବଳୟରେ ରହିଛି । ଏଠାକାର ବାୟୁକ୍ରମାଗତ ଭାବେ ବିଷାକ୍ତ ହେବାରେଲାଗିଛି । ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି । ଦିଲ୍ଲୀର ଏକ୍ୟୁଆଇ…
Read More...

ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ

କୋଲକାତା,୫ା୧୧ : କୋଲକାତାର ଐତିହାସିକ ଇଡେନଗାଡେନ୍ସଠାରେ •ଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହାସହିତ…
Read More...

ଭୟଙ୍କର ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୬୦ରୁ ଅଧିକ…
Read More...

ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ

ନୂଆଦିଲ୍ଲୀ,୩ା୧୧: ଦେଶର ରାଜଧାନୀଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପହେବାରେ ଲାଗିଛି । ଦିଲ୍ଲୀର ଅନେକଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି…
Read More...