Browsing Category

National

୨୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮ା୧୧ : ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ…
Read More...

ଦୁଇଦିନିଆ ଗସ୍ତରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ

ନୂଅଦିଲ୍ଲୀ: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ । ଉପ ପ୍ରଧାମନ୍ତ୍ରୀ-ରକ୍ଷା ମନ୍ତ୍ରୀ…
Read More...

ବନ୍ଦ ହୋଇଯିବ ଇଏମଆଇ-ପେ ଲାଟର ଫିଚର୍ସ: ଆରବିଆଇ

ନୂଆଦିଲ୍ଲୀ: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟ କରିଥାନ୍ତି । ଏହାରି ଭିତରେ ସୂଚନା ମିଳିଛି କି, ଏହି…
Read More...

ଗୁଗୁଲ୍‌-ଫୋନ୍‌ ପେ ଓ ପେ-ଟିଏମ୍‌କୁ ଏନ୍‌ପିସିଆଇର ନିର୍ଦ୍ଦେଶ: ବନ୍ଦ ହେବ ନିଷ୍କ୍ରିୟ ଆଇଡ

ନୂଆଦିଲ୍ଲୀ: ଡିଜିଟାଲ୍‌ କାରବାର ପାଇଁ ୟୁପିଆଇ ଆଇଡି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ଗୁଡିକ ଖୁବ୍‌ ଶୀଘ୍ର ୟୁପିଆଇ ଆଇଡି…
Read More...

୩ର ବଦ୍‌ଲା ୨୩ରେ!

ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍‌ର ପରାଜୟର ବଦଲା…
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା 259 ଗ୍ରାମ ପଞ୍ଚାୟତରେ ଏହା 1 ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି

ନଆଦିଲ୍ଲୀ: ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରର ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରର ପହଞ୍ôଚଛି । ସାରା…
Read More...

ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି

ନୂଆଦିଲ୍ଲୀ, ୧୭ା୧୧: ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ୍‌ ରବିବାର ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ…
Read More...

ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ

ମୁମ୍ବାଇ: ଆଗାମୀ ଦିନମାନଙ୍କରେ କ୍ରେଡିଟ କାର୍ଡ ନେବା ବା କଞ୍ଜ୍ୟୁମର ଲୋନ କରିବା ଲୋକଙ୍କୁ ଏତେ ସହଜ ହୋଇ ନପାରେ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ…
Read More...

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ "ଡିପ୍‌ଫେକ୍‌' ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା…
Read More...