Browsing Category

Main Stories

“ଧୂମ୍‌-୪\’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ,: \"ଧୂମ୍‌୪\'ରେ ନଜର ଆସିବେ ରଣବୀର କପୁର । ଫିଲ୍ମରେ ତାଙ୍କ ଲୁକ୍‌ ପୂରାପୂରି ନୂଆ ଓ ଅଲଗା ହେବ । ଏହାର ପ୍ରସ୍ତୁତି ସେ ଏବେଠୁ ଆରମ୍ଭ କରିଦେଇଛନ୍ତି । ସଦ୍ୟ…
Read More...

ଗୁପ୍ତଚର ସନ୍ଦେହରେ ପୁଣି ଜଣେ ୟୁଟ୍ୟୁବର୍ ଗିରଫ: ଜ୍ୟୋତିଙ୍କ ସହିତ ଥିଲା ବଡ଼ ଲିଙ୍କ

ନୂଆଦିଲ୍ଲୀ,: ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ । ପଞ୍ଜାବର ଜଣେ ୟୁଟ୍ୟୁବରଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ କରିଛି ପୁଲିସ୍ । ଭାରତରେ ରହି ପାକିସ୍ତାନ ପାଇଁ…
Read More...

ଜୁନ୍ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,: ‘ଏକ୍‌ ପେଡ୍ ମା\' କେ ନାମ୍‌’ ଅର୍ଥାତ୍ ମା\'ଙ୍କ ନାମରେ ଗୋଟିଏ ଗଛ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ…
Read More...

ବ୍ଲକରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନ: ଗାଁରେ ୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଲାଞ୍ଜିଗଡ, : କିଛିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ମଝିରେ ମଝିରେ କାଳବୈଶାଖ ଯୋଗୁଁ ବର୍ଷା ଓ ବଜ୍ରପାତ ଯୋଗୁଁ…
Read More...

ଏକବର୍ଷ ସରକାରର ପୂର୍ତ୍ତି ପାଇଁ ପ୍ରସ୍ତୁତ

ଅନୁଗୁଳ, : କେନ୍ଦ୍ରରେ ମୋଦି ସରକାରର ୧୧ ବର୍ଷ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ୧ ବର୍ଷ ସରକାରର ବର୍ଷ ପୂର୍ତ୍ତିକୁ ଧୂମଧାମରେ ପାଳିବ । ବିଜେପି ସେବା ସୁଶାସନ ଓ…
Read More...

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ୬ ଜଣଙ୍କ ଜୀବନ

କୋରାପୁଟ, ୪ା୬ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ମେଡିକାଲ କଲେଜରେ…
Read More...

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୪ା୬: ଆସନ୍ତା ଜୁଲାଇ ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୧୨ ଯାଏ ·ଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା…
Read More...

ତହସିଲଦାରମାନେ ହେଉଛନ୍ତି ତୃଣମୂଳସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୪ା୬: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ରି·ର୍ଡ ମାର୍ଲେସ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି…
Read More...

ଐତିହାସିକ ବିଜୟ ପରେ ପ୍ରଥମ ପୋଷ୍ଟ କଲେ କୋହଲି

ନୂଆଦିଲ୍ଲୀ, ୪ା୬ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ·ମ୍ପିୟନ୍ ହୋଇଛି । ଏହି ଐତିହାସିକ ବିଜୟ ପରେ, ଦଳର ସବୁଠାରୁ ବରିଷ୍ଠ ଖେଳାଳି ବିରାଟ କୋହଲି…
Read More...