Browsing Category
Main Stories
22 ଦିନ ହେଲା ମହିଳା ନିଖୋଜ
ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଜନlର୍ଦ୍ଧନପୁର ଗାଁ ର ସୁକାନ୍ତ ପlତ୍ର ଙ୍କ ପତ୍ନୀ ମମତା ପାତ୍ର ଙ୍କ ନିଖୋଜ ଘଟଣା କୁ କୋଡିଏ ଦିନ ପୁରିଲାଣି ସ୍ଵାମୀ ଓ ପରିବାର…
Read More...
Read More...
ଦ୍ବି୍ପାଞ୍ଚଳ କେନାଲ ସଫେଇରେ ବ୍ୟାପକ ଠକେଇ
ସାଲେପୁର, : ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳର ଚାଷ ଜମିକୁ ଜଳସେଚିତ କରିବାପାଇଁ ଦ୍ବି୍ପାଞ୍ଚଳ ଜଳସେଚନ ଯୋଜନା ରେ ଚିତ୍ରୋତ୍ପଳା ସାଇଫନ ନିର୍ମାଣ କରାଯାଇଛି| ଏହି…
Read More...
Read More...
ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି
ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି(ICC), ସ୍ଥାନୀୟ ଅଭିଯୋଗ କମିଟି (LCC), କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଆଇନ…
Read More...
Read More...
ନିଜ ଠାରୁ ଅଧିକ ବୟସର ସ୍ୱାମୀକୁ ନେଇ ଅସନ୍ତୁଷ୍ଟ ସ୍ତ୍ରୀ
ବେଲଗୁଣ୍ଠା : କଥାରେ ଅଛି ସ୍ୱାମୀ ଇହ କାଳ ପର କାଳର ଦେବତା ! ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ସ୍ୱୟଂ ଯମରାଜାଙ୍କ ସହିତ ଲଢି ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ।…
Read More...
Read More...
ତାରାତାରିଣୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଗଞ୍ଜାମ ଜିଲ୍ଲା : ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ…
Read More...
Read More...
ପିଜି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା
ବ୍ରହ୍ମପୁର, : ବ୍ରହ୍ମପୁର ଏମକେସଜ ମେଡକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପିଜି ଛାତ୍ରଛାତ୍ରୀ। ମାନସିକ…
Read More...
Read More...
ବ୍ରହ୍ମପୁର ପ୍ରତି ରେଳ ବିଭାଗର ବୈମାତୃକ ଓ ଉପେକ୍ଷିତ ମନୋଭାବ ପ୍ରଦର୍ଶନ କେବେ ଦୂର ହେବ
ବ୍ରହ୍ମପୁର -- ବ୍ରହ୍ମପୁର ସହର ଓ ଏହାର ରେଳ ଷ୍ଟେସନ ସର୍ବ ପୁରାତନ ୧୮୬୯ ମସିହାର ହୋଇଥିଲେ ମଧ୍ୟ ରେଳ ବିଭାଗର ସୁନଜରରୁ ବଞ୍ଚିତ ଥିବାରୁ ଏହା ଯେପରି ବିକଶିତ ହେବା କଥା…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ: ସାମୂହିକ କଲ୍ୟାଣ ପାଇଁ ରଖିଲେ ପ୍ରସ୍ତାବ
ଭୁବନେଶ୍ୱର, ୨୪ା୭ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ ସମେତ ଓଡ଼ିଶାର…
Read More...
Read More...
କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ
ଭୁବନେଶ୍ୱର, 24/7: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସି କିସ୍ର…
Read More...
Read More...
‘ଲୋକ ସମ୍ପର୍କ ପରସ୍ପର ପରିପୂରକ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା…
ଭୁବନେଶ୍ୱର, 24/7: ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରିପୂରକ । ଜନ ସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ…
Read More...
Read More...