Browsing Category
LocalNewse
ବଂଶଧାରାରେ ଲୀନ ହେବ କାଶୀନଗର ସହର
ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନଏସିକୁ ନେଇ କାଶୀନଗର ସହର ଗଠିତ ହୋଇଛି । କାଶୀନଗର ସହର ପାଶ୍ୱର୍ରେ ବଂଶଧାରା ନଦୀ ପ୍ରବାହିତ ହେଉଛି । ହେଲେ…
Read More...
Read More...
ମାହାଙ୍ଗା ବିଜେଡି ପକ୍ଷରୁ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର
ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ…
Read More...
Read More...
ଧରାପୃଷ୍ଟରୁ ବିଦାୟ ନେଲେ ମା’ଧନଦାତ୍ରୀ
ଢେଙ୍କାନାଳ,: ଆଜି ଢେଙ୍କାନାଳ ଗଜଲଷ୍ମୀ ପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ମାସ ୨୮ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା…
Read More...
Read More...
ରେଳମନ୍ତ୍ରୀ ଙ୍କୁ ଭେଟିଲେ ବିଧାୟକ ଓ ନାଗରିକ ମଞ୍ଚ ସଭାପତି
କେନ୍ଦୁଝର,: ବୁଧବାର ଦିନ କେନ୍ଦୁଝର ନାଗରିକ ମଂଚ ର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ସାହୁ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଦିଲ୍ଲୀଠାରେ କେନ୍ଦ୍ର…
Read More...
Read More...
ମହିଳାଙ୍କ ପାଇଁ ଆଇନ ସାକ୍ଷରତା କାର୍ଯ୍ୟକ୍ରମ
ଯାଜପୁର, : ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ "ସ୍ୱାତୀ" ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁୁଷ୍ଠିତ ହୋଇଯାଇଅଚ୍ଥି । ଏହି…
Read More...
Read More...
ରାଜ୍ୟ ଶ୍ରମ ସଂସ୍ଥାନରେ ପ୍ରାଥମିକ ଆଶୁ ଚିକିତ୍ସା
ଭୁବନେଶ୍ୱର, : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, "ମୋ ସରକାର’…
Read More...
Read More...
କିସ୍ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ
ଭୁବନେଶ୍ୱର, : ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ବୁଧବାର କଳିଙ୍ଗ…
Read More...
Read More...
ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର, : ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ମିଳିଲା । ଗତ ଶୁକ୍ରବାରଠୁ ଗିରଫ ହୋଇ…
Read More...
Read More...
ଜାମୁଝରି ପରିସରରେ ଆଇନ ସହାୟତା ପ୍ରକୋଷ୍ଠ ଉଦ୍ଘାଟିତ
ଭୁବନେଶ୍ୱର,: ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି •ଳନା ପ୍ରଶିକ୍ଷଣ କେନ୍ଦ୍ର…
Read More...
Read More...
ଟିପିସିଓଡିଏଲ୍ ପକ୍ଷରୁ “କ୍ୱାଲିଟି ମନ୍ଥ” ର ଶୁଭାରମ୍ଭ
ଭୁବନେଶ୍ୱର,୮ ।୧୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ/ସ୍ୱତନ୍ତ୍ର କାର୍ଯ୍ୟକ୍ରମ "କ୍ୱାଲିଟି…
Read More...
Read More...