Browsing Category
ସିଟି ମିରର
ପିଠାର ହୋମ ଡେଲିଭରୀ ପାଇଁ ଫୋନ ନମ୍ବର ଜାରି, କଟକଣା ଭିତରେ ଲୋକଙ୍କ ପାଖରେ ସୁସ୍ୱାଦୁ ପିଠା ପହଞ୍ଚାଇବ ଓଟିଡିସି
ଭୁବନେଶ୍ୱର, ଡୁମାଣୀଖବର : କରୋନା କଟକଣା ଭିତରେ ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମ । ଓଟିଡିସି ଏଥର ନିଆରା ଢଙ୍ଗରେ ରଜ ମହୋତ୍ସବ ଲୋକଙ୍କ ସହ ପାଳିବାକୁ ନିଷ୍ପତି ନେଇଛି!-->…
Read More...
Read More...
ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ, ସନ୍ଧ୍ୟା ୭ଟା ବଦଳରେ ୧୦ଟା ପରେ ହେବ ଲାଗୁ
ଭୁବନେଶ୍ବର ଡୁମାଣୀଖବର : ଶୁକ୍ରବାର ରାତିରେ କର୍ଫ୍ୟୁ କୋହଳ ।ରାଜ୍ୟରେ କରୋନା ମହାମାରୀକୁ ଦୁଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ ହୋଇଥିବା ରାତ୍ରିକାଳୀନ!-->…
Read More...
Read More...
ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର, ଡୁମାଣୀଖବର : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ!-->…
Read More...
Read More...
ମାସ୍କ ସ୍କାମ୍ ପ୍ରସଙ୍ଗ, ସଜ ମାଛରେ ପୋକ ପକାଉଛି କଂଗ୍ରେସ
ଭୁବନେଶ୍ୱର, ଡୁମାଣୀଖବର : ମାସ୍କ କିଣାରେ ହେରଫେର ହୋଇଛି ବୋଲି କଂଗ୍ରେସ କରିଆସୁଥିବା ଅଭିଯୋଗ ଉପରେ ଆଜି ବିଜେଡି ଉତ୍ତର ରଖିଛି । କଂଗ୍ରେସ ଘୃଣ୍ୟ ରାଜନୀତି କରୁଛି ଓ!-->…
Read More...
Read More...
ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଜଞଙ ଅଫିସ୍ ଯିବାକୁ ମନା, ଜାଣନ୍ତୁ କାରଣ
ଭୁବନେଶ୍ଷର, ଡୁମାଣୀଖବର : ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ୟ୍ୟ ପାଇଁ ଆବେଦନକାରୀଙ୍କୁ ଜଞଙ କାର୍ୟ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ!-->…
Read More...
Read More...
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷିବ !
ଭୁବନେଶ୍ୱର, ଡୁମାଣୀଖବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଜି ଦକ୍ଷିଣ ଓଡ଼ିଶା ଓ!-->…
Read More...
Read More...
କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା!-->…
Read More...
Read More...
ଆରମ୍ଭ ହେଲା +୨ ଅଫଲାଇନ୍ ଖାତା ଦେଖା
ଭୁବନେଶ୍ୱର, ଡୁମାଣୀଖବର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। କଳା, ବାଣିଜ୍ୟ ଓ!-->…
Read More...
Read More...
ଜମ୍ମୁ-କାଶ୍ମୀରରୁ ବିମାନ ଯୋଗେ ଫେରୁଛନ୍ତି ୩୬୬ ଓଡିଆ
ଭୁବନେଶ୍ୱର,୭/୦୬- ଡୁମାଣୀଖବର : କରୋନା ସଙ୍କଟ ସମୟରେ ପ୍ରବାସୀମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଚାଲିଛି ଜୋରଦାର ପ୍ରୟାସ । ଏହାରି ମଧ୍ୟରେ ଆଜି ଜମ୍ମୁ-କାଶ୍ମୀରରୁ!-->…
Read More...
Read More...
ଲଘୁଚାପ ଅପ୍ଡେଟ୍: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଲଘୁଚାପ ଅପ୍ଡେଟ୍: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିଭୁବନେଶ୍ୱର, ୭/୦୬- ଡୁମାଣୀଖବର : ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଅଧତ୍କାଂଶ!-->…
Read More...
Read More...