Browsing Category

ସଂପାଦକୀୟ

ଏଚ୍‌ଏସ୍‌ଆରପି: ୨୬୭୪ ଗାଡ଼ିକୁ ଜରିମାନା

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): କଠୋର ହେଲେ ରାଜ୍ୟ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ (ଏଚ୍‌ଏସ୍‌ଆରପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ…
Read More...

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ସହାୟତା

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

୨୧ରୁ ବଜେଟ୍‌ ଅଧିବେଶନ ୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାର ସୁପରି ଚ।ଳନା ନେଇ ଆସନ୍ତା ୨୦ ତାରିଖରେ ବସିବ…
Read More...

୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ କୋଟ

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): ଭୁବନେଶ୍ୱର ଓ କୋଣାର୍କରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ…
Read More...

ଆନ୍ଦୋଳନରେ ପରିଣତ ହୋଇଛି ପାଣି ପଞ୍ଚାୟତ

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ୨୦୨୩ ଉଦ୍‌ଯାପନ ସମାରୋହ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା

ନୂଅ ।ଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡ଼ବ୍ଲୁପିଏଲ୍‌)ର ପ୍ରଥମ ସଂସ୍କରଣ ପାଇଁ ଅ ।ୟୋଜିତ ମେଗା ନିଲାମ ସଂପନ୍ନ ହୋଇଛି । ମୋଟ୍‌ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ…
Read More...

ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ ଏବେ ବି ପାକିସ୍ତାନରେ ଅଛନ୍ତି ମାଷ୍ଟରମାଇଣ୍ଡ

ଶ୍ରୀନଗର : ଫେବ୍ରୁଅ ।ରି ୧୪ରେ ହୋଇଥିବା ପୁଲୱାମା ଅ ।ତଙ୍କବାଦୀ ଅ ।କ୍ରମଣକୁ ୪ ବର୍ଷ ପୂରଣ ହୋଇଛି । ଏହି ଅ ।ତ୍ମଘାତୀ ଅ ।କ୍ରମଣରେ ୪୦ ଜଣ ସିଅ ।ରପିଏଫ କର୍ମୀ ସହିଦ…
Read More...

ଆପଣଙ୍କ ଖରାପ ଅଭ୍ୟାସ କରିଦେବ କାଙ୍ଗାଳ

ଅନେକ ସମୟରେ ଆପଣ କଠିନ ପରିଶ୍ରମ ସତ୍ତ୍ୱ ସଠିକ୍‌ ଫଳ ପାଆନ୍ତି ନାହିଁ । ତେଣୁ ଏହାର ଅର୍ଥ ଅଜାଣତରେ ଆପଣ ଜୀବନଶୈଳୀରେ କିଛି ଭୁଲ୍‌ କରୁଛନ୍ତି ଯାହା ହେତୁ କାର୍ଯ୍ୟ…
Read More...

୫-ଟି ସ୍କୁଲର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର, ୧୪ା୨(ଡିକେ ନ୍ୟୁଜ): ଏସ୍‌ଏଚ୍‌ଜି ହେବ ଏସ୍‌ଏମ୍‌ଇ । ଆଗାମୀ ୩ବର୍ଷରେ ୫୦ହଜାର ଏସ୍‌ଏଚ୍‌ଜିକୁ ଏସ୍‌ଏମ୍‌ଇରେ ପରିଣତ କରାଯିବ ବୋଲି ମିଶନ ଶକ୍ତି ସଚିବ…
Read More...