Browsing Category
ରାଜ୍ୟ
ଗଜପତିରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି
୧୧ଗୋରୁ ଉଦ୍ଧାର ଜଣେ ଗିରଫ
ପାରଳାଖେମୁଣ୍ଡି, ୧୧ା୬ : ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗରୁ ଚାଲାଣ ବୃଦ୍ଧିପାଇଛି । ଗତକାଲି କାଶୀନଗର ସହର ଦେଇ ଗୋଚାଲାଣ!-->!-->!-->…
Read More...
Read More...
ଆମପାଣି ଘାଟି ନିକଟରେ ଓଲଟିଲା ଧାନ ବୋଝେଇ ଟ୍ରକ
ଚନ୍ଦାହାଣ୍ଡି (ଡିକେ ନ୍ୟୁଜ) : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟସ୍ଥ ଟାଙ୍ଗରାପାକନା ଗ୍ରାମ ନିକଟସ୍ଥ ବୁଲାଣି ପାଖରେ ଗତକାଲି!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୫୨୩୫ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୪୬୧
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୫୨୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇଲା କରୋନା
ନ୍ୟୁୟର୍କ: ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନା ଭାଇରସ୍ ସଙ୍କଟ ଆହୁରି ଲକ୍ଷ ଲକ୍ଷ ପିଲାଙ୍କୁ!-->…
Read More...
Read More...
ଘରେ ରହି ରଜ ପାଳିବାକୁ ଅପିଲ୍
ଭୁବନେଶ୍ୱର : ତିନିଦିନ ପରେ ଓଡ଼ିଶାର ଗଣପର୍ବ "ରଜ' ପାଳନ ହେବ । ଏଥି ପାଇଁ ବ୍ୟକ୍ତିଗତ ସ୍ତରରେ ଲୋକେ ନିଜକୁ ପ୍ରସ୍ତୁତି କରୁଥିବା ବେଳେ କରୋନା ଭାଇରସ ମହାମାରୀ ସଂକଟ!-->…
Read More...
Read More...
ଯୁକ୍ତ ୩ ନାମଲେଖା ପାଇଁ ଖୁବ୍ଶୀଘ୍ର ବିଜ୍ଞପ୍ତି
ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ!-->…
Read More...
Read More...
ୟଶ୍ ପ୍ରଭାବିତ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍
-୩୩%ରୁ ଊଦ୍ଧ୍ୱର୍ କ୍ଷତିଗ୍ରସ୍ତଙ୍କୁ ମିଳିବ ଇନ୍ୁଟ୍ ସହାୟତା-ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା-ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ହେକ୍ଟର ପିଛା!-->…
Read More...
Read More...
ବିନା ଭକ୍ତରେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆସାଆନ୍ତ : କେବଳ ଶ୍ରୀକ୍ଷେତ୍ରରେ ହେବ ରଥଯାତ୍ରା
-ଟିକା ନେଇଥିବା ସେବକ ନୀତିକାନ୍ତିରେ ସାମିଲ ହେବେ-ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି-ପୁରୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ଗଡ଼ିବନି!-->…
Read More...
Read More...
ବିନା ଭକ୍ତରେ ରଥଯାତ୍ରା : ଭକ୍ତ ଟାଣିବେନି ରଥ
ଭୁବନେଶ୍ୱର ୧୦।୦୬: ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ!-->…
Read More...
Read More...
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୋସୁମୀ ବାୟୁ
ଭୁବନେଶ୍ୱର ୧୦/୦୬: ଓଡ଼ିଶାରେ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ!-->…
Read More...
Read More...