Browsing Category
ରାଜ୍ୟ
ପ୍ରବଳ ବର୍ଷାରେ ଘରେ ପଶିଲା ପାଣି
ଚନ୍ଦାହାଣ୍ଡି ୧୫/୦୬(ଡିକେ ନ୍ୟୁଜ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଞ୍ଚାୟତ ପାଖରେ ଥିବା ମେହେରପଡାରେ ପ୍ରବଳ ବର୍ଷା ଯୋଗଁ!-->…
Read More...
Read More...
ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ
କୋଲକାତା :ପଶ୍ଚିମବଙ୍ଗ ପୋଲିସ ସୋମବାର ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୩୪୦୫ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୯୫୨୬
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୪୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୬୦,୪୭୧ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୦,୪୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୭୨୬ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା!-->…
Read More...
Read More...
ଗ୍ରୀନ୍ ପ୍ୟାସେଜ୍ ଯୋଜନାରେ ସାମିଲ୍ ହେବେ ଅନାଥ ପିଲା
ଭୁବନେଶ୍ୱର : କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏମାନଙ୍କୁ ‘ଗ୍ରୀନ୍ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ । ସେମାନଙ୍କ!-->…
Read More...
Read More...
ଜି-୭ ବୈଠକରେ ଉହାନ୍ ଲ୍ୟାବ୍ ପ୍ରସଙ୍ଗ : ଚୀନ୍କୁ ତଥ୍ୟ ମାଗିଲା ଆମେରିକା
ଲଣ୍ଡନ : ଚୀନ୍କୁ ଘେରିବା ପାଇଁ ମିଶନ ଡ୍ରାଗନ୍ ପ୍ରସ୍ତୁତ ହେଉଛି । ସାତସମୁଦ୍ର ସେପଟେ ଚୀନ୍କୁ ମାତ୍ ଦେବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏବେ ଟେନ୍ସନ୍ ରେ ଚୀନ୍!-->…
Read More...
Read More...
ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ!-->…
Read More...
Read More...
ଅନ୍ଲକ୍ ନେଇ ଚାଲିଛି ତର୍ଜମା : ୫ ରେଡ୍ ଜୋନ୍ ଜିଲ୍ଲାରୁ ଖୋଲିନପାରେ ତାଲା
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନ୍ ରୁ ଗ୍ରୀନ୍ କୁ ଆସୁଛି । ତଥାପି ବିପଦ ଟଳିନି । ଉଭୟ ଆକ୍ଟିଭ୍ ଓ ପଜିଟିଭିଟି ନେଇ ରେଡ୍ ଜୋନ୍ ରେ ଅଛି ୫!-->…
Read More...
Read More...
ଦୁର୍ଦିନରେ କୁମ୍ଭକାର ପରିବାର
ମାଲକାନଗିରି : ସାରା ଦେଶ ଲକଡାଉନ ରେ ରହିଥିବାରୁ ବାହାଘର ବ୍ରତଘର ବିଭିନ୍ନ ପର୍ବପର୍ବାଣି ପାଇଁ କଟକଣା ରହିଛି ଫଳରେ ମାଟିହାଣ୍ଡି, ସରା ଇତ୍ୟାଦି ତିଆରି କରୁଥିବା!-->…
Read More...
Read More...
ସମାଜସେବୀଙ୍କ ହସ୍ତକ୍ଷେପ ପରେ ଜମି ମାଲିକ ପାଇଲେ ଉପଯୁକ୍ତ କ୍ଷତିପୂରଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦ ପାଲି ନିକଟସ୍ଥ ସପ୍ତାଧାରା ନଦୀରେ ଅବନ୍ତିକା କମ୍ପାନୀ ପକ୍ଷରୁ ଏକ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେଉଛି । ଏଥିପାଇଁ!-->…
Read More...
Read More...