Browsing Category
ରାଜ୍ୟ
ରାଜ୍ୟରେ ଗୋଟିଏ ଦିନରେ ୭୨୦ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୬୧୫୩
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୭୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ଆଉ ଗଡ଼ିବନି ପୁରୁଣା ଗାଡ଼ି
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ କାର୍ଯ୍ୟକାରୀ କରୁଛି ରାଜ୍ୟ । ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣା ଗାଡ଼ି ଚିହ୍ନଟ ସରିଥିବା!-->…
Read More...
Read More...
ଫାଟୁସିନେରୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି: ଓଡ଼ିଶା କଲା ବ୍ୟାରିକେଡ
କୋରାପୁଟ : କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି ।!-->…
Read More...
Read More...
ସାବାଡ୍ ହେବେ ନିଶାବେପାରୀ : ଆରମ୍ଭ ହେବ ଅପରେସନ୍ ହ୍ୱାଇଟ୍ ସ୍ପାଇଡର
ଭୁବନେଶ୍ୱର : କରୋନା ସମୟରେ ରାଜଧାନୀ ଭବନେଶ୍ୱରରେ ବୃଦ୍ଧି ପାଇଛି ଧଳା ଜହର ବେପାର । ବାରମ୍ବାର ରେଡ୍ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ନିଶା ବେପାରୀ । ସେଥିପାଇଁ!-->…
Read More...
Read More...
ଛାତ୍ରଛାତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
-ସ୍ମାର୍ଟକ୍ଲାସ୍ ନିର୍ମାଣ ସମୀକ୍ଷା କଲେ ୫-ଟି ସଚିବ
ହିଞ୍ଜିଳିକାଟୁ : ୫-ଟି ସଚିବ ଭି.କେ ପାଣ୍ଡିଆନ ରବିବାର ଦିନ ଦିନିକିଆ ହିଞ୍ଜିଳି ଗସ୍ତରେ ଆସି ହିଞ୍ଜିଳି!-->!-->!-->…
Read More...
Read More...
ଚିନ୍ତା ବଢ଼ାଉଛି ଶିଶୁଙ୍କ ସଂକ୍ରମଣ
ଭୁବନେଶ୍ୱର : ଚିନ୍ତା ବଢ଼ାଉଛି ୧୮ ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ । ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ମଧ୍ୟ ମଧ୍ୟ ୧୩୮ଜଣ ଶିଶୁ!-->…
Read More...
Read More...
ଭୟଙ୍କର ଆଫଗାନିସ୍ତାନର ସ୍ଥିତି : ଦେଶ ଛାଡ଼ିବାକୁ ବିମାନବନ୍ଦରରେ ଅସମ୍ଭାଳ ଭିଡ
-ଉଡ଼ନ୍ତା ବିମାନରୁ ଖସି ପଡିଲେ ଲୋକେ-ସ୍ଥିତି ଦେଖି ସମଗ୍ର ବିଶ୍ୱ ସ୍ତମ୍ଭୀଭୂତ
କାବୁଲ : ତାଲିବାନ ହାତକୁ ସ୍ଥିତି ଚାଲିଯିବା ପରେ ଆଫଗାନିସ୍ତାନର ସ୍ଥିତି ଅଣାୟତ୍ତ!-->!-->!-->…
Read More...
Read More...
ବିଜୁବାବୁଙ୍କ ଉଡାଜାହାଜ ପ୍ରେମ
ଭୁବନେଶ୍ୱର : ‘ଉଡାଜାହାଜ ହେଲା ବିଜୁବାବୁଙ୍କ ସାରା ଜୀବନର ସ୍ୱପ୍ନସଙ୍ଗିନୀ । ତାଙ୍କର ଷୋଳ ବର୍ଷ ବୟସରେ ସେତେବେଳେ ୧୯୩୧ ମସିହା, କଟକର କିଲ୍ଲା ପଡିଆରେ ଅଚାନକ ଦୁଇଟି!-->…
Read More...
Read More...
ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ
ସାଲେପୁର : ସାଲେପୁର ବ୍ଲକ ଉଦୟ ପୁର ତୋଟାପଡା ଠାରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସରରେ ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ!-->…
Read More...
Read More...
କାଶୀନଗରରେ ଇନଡୋର ଷ୍ଟାଡିୟମ ନିର୍ମାଣ ଅନୁମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ପ୍ରଦାନ ସମାବେଶ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାଶୀନଗରରେ ଇନ୍ଡୋର୍ ଷ୍ଟାଡିଅମ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସକାଶେ!-->…
Read More...
Read More...