Browsing Category
ରାଜ୍ୟ
ସାନ ଭାଇର କାତି ଚୋଟରେ ବଡ ଭାଇର ମୃତ୍ୟୁ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜଗତସାହିରେ ସାନ ଭାଇର କାତି ଚୋଟରେ ବଡ ଭାଇର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କିଶୋର ଚନ୍ଦ୍ର ପାଣିଗ୍ରାହୀ । ଆଜି!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୫,୧୭୮ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୫,୧୭୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୪୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭୧୪୬
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ
ଭୁବନେଶ୍ୱର :ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନ୍ଲାଇନ୍ରେ ଆବେଦନ!-->…
Read More...
Read More...
ପ୍ରଥମଥର ପାଇଁ ମପାଯିବ ଶିଶୁଙ୍କ ଆଣ୍ଟିବଡି
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଅଧା ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେବ ସେରୋ ସର୍ଭେ । ଏହାସହ ଶିଶୁମାନଙ୍କର ଆଣ୍ଟିବଡି ମପାଯିବ । ରାଜ୍ୟର ୧୨ଟି ଜିଲ୍ଲାରେ!-->…
Read More...
Read More...
ତାଲିବାନୀ ରାଜ୍: ଭିଟାମାଟି ଛାଡ଼ୁଛନ୍ତି ଲୋକେ
-ମଉଜ ମଜ୍ଲିସ୍ ରେ ତାଲିବାନ ସେନା-ଆଫଗାନ୍ ରେ ସବୁ ଦୂତାବାସ ବନ୍ଦ କଲା ଭାରତ-ମୋଦୀଙ୍କ ଆଫଗାନ୍ ସ୍ଥିତି ସମୀକ୍ଷା
କାବୁଲ : ଆଫାଗାନିସ୍ତାନରେ ତାଲିବାନୀ ରାଜ୍ ପରେ!-->!-->!-->…
Read More...
Read More...
ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶା: ବାତ୍ରା
ଭୁବନେଶ୍ୱର : ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ!-->…
Read More...
Read More...
ଭାରତୀୟ ହକି ଦଳକୁ ନବୀନଙ୍କ ଭେଟି : ୨୦୩୩ ଯାଏ ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ୱର : ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି । ସେପଟେ ମହିଳା ହକି ଦଳ ଭାରତର!-->…
Read More...
Read More...
ଲଗାଣ ବର୍ଷାରେ ମାଲକାନଗିରି କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି : ମାଲକାନଗିରିର ଜିଲ୍ଲାର କାଲିମେଳା ବ୍ଲକ ଅଧିନସ୍ଥ କାଙ୍ଗୁରକୋଣ୍ଡା ଗ୍ରାମ ନିକଟସ୍ଥ ୩୨୬ ନଂ ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥରେ ଥିବା କାଙ୍ଗୁରକୋଣ୍ଡା!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୫,୧୬୬ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୫,୧୬୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୩୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...