Browsing Category
ରାଜ୍ୟ
ଫୁଟିବନି ବାଣ : ରାତି ୧୦ଟା ପରେ ବିବାହ ଶୋଭାଯାତ୍ରା ମନା
ଭୁବନେଶ୍ୱର : ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର!-->…
Read More...
Read More...
ନୟାଗଡ-ଜଗତ୍ସିଂହପୁରରେ ବିକାଶର ନୂଆ ବିପ୍ଳବ : ଗରିବଙ୍କୁ ସଶକ୍ତ କରିବ ବିଏସ୍କେୱାଇ
-ଦୁଇ ଜିଲ୍ଲାକୁ ମୋଟ ୧୮୦୦ କୋଟିର ଭେଟି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ!-->!-->!-->…
Read More...
Read More...
୧୫ରୁ ବଢ଼ିବ ଶୀତ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ଅର୍ଥାତ ୧୫ ତାରିଖରୁ ଶୀତର ପ୍ରଭାବ ବୃଦ୍ଧି ପାଇବ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ!-->…
Read More...
Read More...
ଚାଷୀଙ୍କୁ ଗାଡ଼ି ମଡ଼ାଇବା ଘଟଣା : ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ·ଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର । ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି!-->…
Read More...
Read More...
ସାବାଡ୍ ହେବେ ଡିଜିଟାଲ ଅପରାଧୀ : ଖୋଲିବ ୧୧ ସାଇବର ଥାନା
-ନିୟୋଜିତ ହେବେ ୧୫୪ ପୋଲିସ ଓ ୯୦ ବିଶେଷଜ୍ଞ
ଭୁବନେଶ୍ୱର : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ଦେଶ ତଥା ରାଜ୍ୟ ଓଡିଶାରେ ମଧ୍ୟ ସାଇବର!-->!-->!-->…
Read More...
Read More...
ଦୋକାନ ଭଙ୍ଗା ବନ୍ଦ ଦାବିରେ ଉଠା ଦୋକାନୀଙ୍କ ବିଏମ୍ସି ଘେରାଉ
ଭୁବନେଶ୍ୱର : ଦୋକାନ ଭଙ୍ଗା ଅଭିଯାନ ବନ୍ଦ କରି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକଅଶୋକନଗର, ମାଷ୍ଟରକ୍ୟାଂଟିନ, ନିକୋ ପାର୍କ ରୋଡ଼ ଓ ବାୟାବାବା ମଠ ଛକର ଉଠା!-->…
Read More...
Read More...
ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ, ବନ ବିଭାଗ ନୀରବ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ବନାଞ୍ଚଳରେ ବ୍ୟାପକ ଭାବରେ ଗଞ୍ଜେଇ ଚାଷ କରାଯାଉଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ଜିଲ୍ଲାର ମାଫିଆମାନେ ବିଭିନ୍ନ!-->…
Read More...
Read More...
ଏମକେସିଜି ମେଡ଼ିକାଲରେ ୫୦ ଶଯ୍ୟା ବିଶିଷ୍ଟ ପୋର୍ଟେବୁଲ ହସ୍ପିଟାଲ ୟୁନିଟ୍
ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ପୋର୍ଟେବୁଲ ହସ୍ପିଟାଲ ୟୁନିଟ୍ ତିଆରି ହୋଇଛି । କ୍ୟାନସର ୱାର୍ଡ଼!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୫,୭୮୪ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୫,୭୮୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୫୨ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୧୯୨୭
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...